ପଙ୍କଜ ଜିନ୍ଦଲ, ସାନ ଫ୍ରାନ୍ସିସ୍କୋ, CAରେ ଅବସ୍ଥିତ ସେନ୍ସ ଟ୍ୟାଲେଣ୍ଟ ଲ୍ୟାବ (ସେନ୍ସ HQ)ର ସହ-ପ୍ରତିଷ୍ଠାତା ଅଟନ୍ତି । ଏହାପୂର୍ବରୁ ସେ ସିଲିକନ ଭ୍ୟାଲି, CAରେ ଅବସ୍ଥିତ ଏକ କର୍ମଚାରୀ ଏବଂ ନିଯୁକ୍ତି ସଂସ୍ଥା ଆକ୍ରାୟା Inc (ଏପ୍ରିଲ ୨୦୧୩ - ନଭେମ୍ବର ୨୦୧୫)ର ସିଇଓ ଥିଲେ ।[୧] ପଙ୍କଜ ୧୯୯୯ ମସିହାରୁ ବ୍ୟବସାୟ କରିଆସୁଛନ୍ତି । ସେ ଦି ଇଣ୍ଡସ ଏଣ୍ଟରପ୍ରାଇଜର୍ସ (ଟିଇ) ସିଲିକନ ଭ୍ୟାଲିର ଜଣେ ସଦସ୍ୟ ଅଟନ୍ତି ।

ପୁରସ୍କାର ଏବଂ ସ୍ୱୀକୃତି ସମ୍ପାଦନା

୨୦୧୪ ମସିହାରେ, ପଙ୍କଜ ସିଲିକନ ଭ୍ୟାଲି ବ୍ୟବସାୟ ପତ୍ରିକାର "୪୦ ଅଣ୍ଡର ୪୦" ତାଲିକା ପ୍ରସ୍ତୁତ କରିଥିଲେ ।[୨]

ଆଧାର ସମ୍ପାଦନା

  1. "Akraya Inc. Appoints Pankaj Jindal as New CEO". PRLog. 18 February 2014. Retrieved 24 February 2015.
  2. Peithman Stock, Lynn (12 December 2014). "Silicon Valley 40 Under 40: Pankaj Jindal". Silicon Valley Business Journal. Retrieved 23 March 2015.