ନୟନତାରା (ମରାଠୀ ଅଭିନେତ୍ରୀ)

ମରାଠୀ ଅଭିନେତ୍ରୀ

ନୟନତାରା (୧୯୫୦ - ୩୦ ନଭେମ୍ବର ୨୦୧୪) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ମରାଠୀ କଥାଚିତ୍ର, ଦୂରଦର୍ଶନ ଏବଂ ଥିଏଟରରେ ଆଦିରେ କାମ କରୁଥିଲେ । ସେ ଐଶି ହି ବାନୱା ବାନୱି (୧୯୮୮)ରେ ଲୀଲାବାଇ କଲବୋର୍ ଭୂମିକା ପାଇଁ ଜଣାଶୁଣା ଥିଲେ ।

ନୟନତାରା
ଜନ୍ମ୧୯୫୦
ମହାରାଷ୍ଟ୍ର
ମୃତ୍ୟୁ୩୦ ନଭେମ୍ବର ୨୦୧୪ (୬୪ ବର୍ଷ)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୬୮–୨୦୦୯

ଅଭିନୀତ କଥାଚିତ୍ର ସମ୍ପାଦନା

  • ଆହି ପାହିଜେ (୧୯୮୮)
  • ଖିଲାଡି ୪୨୦ (୨୦୦୦)
  • ଜିଗର (୧୯୯୮)
  • ଐଶି ହି ବାନୱା ବାନୱି (୧୯୮୮)
  • ବାଲା ଗୌ କାଶୀ ଅଙ୍ଗାଇ (୧୯୭୭)[୧]
  • ସାଗାଲିକାଡେ ବମ୍ବାବମ୍ବ୍ (୧୯୮୮)

ଆଧାର ସମ୍ପାଦନା

  1. "Bala Gau Kashi Angaai (1977)". Indiancine.ma. Retrieved 2023-05-27.

ବାହାର ଲିଙ୍କ୍ ସମ୍ପାଦନା