ନେହା ବାମ୍
ଭାରତୀୟ ଅଭିନେତ୍ରୀ
ନେହା ବାମ୍ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ ଓ ମରାଠୀ ଭାଷାର କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ କୋହ୍ଲାପୁରଠାରେ ଜନ୍ମ ହୋଇଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ଲିବେରରେସନ୍ ମନୋବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ କରିଛନ୍ତି । ସେ ମଞ୍ଚରେ ଅବିଶକର ଦଳ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ଜଣେ ମଡେଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ, ଔଷଧ ନିର୍ମାଣକାରୀ ସଂସ୍ଥା ପାଇଁ ପ୍ରିଣ୍ଟ୍ ବିଜ୍ଞାପନରୁ ଆରମ୍ଭ କରିଥିଲେ । କଲେଜରେ ଅନେକ ବର୍ଷ କାମ କରିବା ପରେ ତାଙ୍କୁ ଏକ କଥାଚିତ୍ରରେ ଏକ ଭୂମିକାରେ କାମ ମିଳିଥିଲା, ଫଳରେ ସେ ଚାକିରୀ ଛାଡ଼ି ଅଭିନୟ ଜଗତରେ କାମ ଆରମ୍ଭ କରିଥିଲେ ।[୧] ଦୂରଦର୍ଶନରେ ସେ ସାବଧାନ ଇଣ୍ଡିଆ, କୁମ୍କୁମ୍ ଭାଗ୍ୟ, ସୁକନ୍ୟା ହମାରୀ ବେଟିୟାଁ ଇତ୍ୟାଦିରେ ଅଭିନୟ କରିଥିଲେ । ସେ ଦି ଡାର୍ଟି ପିକ୍ଚର୍ସ୍, ଦି ଲିଫ୍ଟ ବୟ୍ ଆଦି କଥାଚିତ୍ରରେ କାମ କରିଛନ୍ତି ।[୨]
ନେହା ବାମ୍ | |
---|---|
ଜନ୍ମ | ନେହା ବାମ୍ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୯ – ଏବେଯାଏଁ |
ଅଭିନୀତ କଥାଚିତ୍ର
ସମ୍ପାଦନା- ରକ୍
- ଦି ଡାର୍ଟି ପିକ୍ଚରସ୍
- ୟା ରବ୍
- ସାୱରିୟା
- ରକ୍ତ
- କୁଛ୍ ତୋ ଗଡ଼ବଡ଼ ହୈ
- ଜୋ ବୋଲେ ସୋ ନିହାଲ୍
- ତୁମ୍ ହୋ ନା
- ଚାନ୍ଦ ବୁଝ୍ ଗୟା
- ଅବ୍ ତକ୍ ଛପନ୍
- ସନ୍ଧ୍ୟା
- ଚମ୍ପିୟାନ୍
- ରାଜ୍
- ନାୟକ୍
- କୁରୁକ୍ଷେତ୍ର
- ହୁ ତୁ ତୁ
- ବିନ୍ଦାସ୍ତ
- ବିଶ୍ୱାସ
- ଦି ଲିଫ୍ଟ ବୟ
ଅଭିନୀତ ଧାରାବାହିକ
ସମ୍ପାଦନା- ଅଭଲମାୟା
- ଜାନେ ଅଞ୍ଜାନେ[୩]
- କୁମ୍କୁମ୍ - ଏକ୍ ପ୍ୟାରା ସା ବନ୍ଧନ୍
- ଅବାଗାଛି ସଂସାର
- କସମ୍ ସେ
- ପେହଚାନ୍
- ସୁକ୍ୟା ହମାରି ବେଟିୟାଁ
- କ୍ୟା ହୁଆ ତେରା ୱାଦା
- ଭାରତ୍ କା ବୀର୍ ପୁତ୍ର - ମହାରାଣା ପ୍ରତାପ
- ଅନୁଦାମିନୀ
- କୁମ୍କୁମ୍ ଭାଗ୍ୟ
- କୈସି ହୈ ୟାରିୟାଁ
- ଇସ୍କ ମେଁ ମର୍ଜାୱାଁ
- ଲାଲ୍ ଇଶ୍କ
ଆଧାର
ସମ୍ପାଦନା- ↑ "Actress Neha Bam". Archived from the original on 7 Aug 2018.
- ↑ "'I am lucky to find variety, while playing character roles"- Neha Bam | Magz Mumbai". www.magzmumbai.com. Retrieved 2023-07-01.
- ↑ "Watch out for more on the father-son rift". Archived from the original on 2023-07-05. Retrieved 2001-10-07.