ନେପାଳର ରାଷ୍ଟ୍ରଧ୍ୱଜ

ରାଷ୍ଟ୍ରୀୟ ପତକା

ନେପାଳର ରାଷ୍ଟ୍ରଧ୍ୱଜ (ନେପାଳୀ: नेपालको झण्डा ) ପୃଥିବୀର ଏକମାତ୍ର ତ୍ରିକୋଣୀୟ ଜାତୀୟ ପତକା। ଏହି ପତକାଟି ଦୁଇଟି ତ୍ରିକୋଣକୁ ତଳେ ଓ ଉପରେ ଯୋଗ କରି ବନାଯାଇଛି। ପତକାର ଉପର ତ୍ରିଭୁଜରେ ଅର୍ଦ୍ଧ ଚନ୍ଦ୍ର ଅଂକିତ ହୋଇଛି ଓ ତଳ ତ୍ରିଭୁଜରେ ସୂର୍ଯ୍ୟ ଅଂକିତ ହୋଇଛି। ପତକାର ରେଖା ନୀଳ ରଙ୍ଗ ଅଂକିତ ଓ ଏହା ଶାନ୍ତିର ପ୍ରତୀକ ଭାବେ ଦର୍ଶାଯାଇଛି। ପତକାର ରଙ୍ଗ ନାଲି ଓ ଏହା ବିଜୟର ପ୍ରତୀକ ଭାବେ ଦର୍ଶାଯାଇଛି।[୧]


ନେପାଳ
Use National flag National flag
Adopted ୧୬ ଡିସେମ୍ବର, ୧୯୬୨
Variant flag of ନେପାଳ
Use ୧୯୬୨ ପୂର୍ବର ପତକା। Vexillological description

୧୬ ଡିସେମ୍ବାର, ୧୯୬୨ ମସିହାରେ ନେପାଳରେ ନୂଆ ସରକାର ହେଲା ପରେ ଏହି ପତକାକୁ ରାଷ୍ଟ୍ରଧ୍ୱଜ ଭାବେ ଘୋଷଣା କରାଯାଇଥିଲେ।

ଅନୁମାନିକ ଅନୁପାତ ସମ୍ପାଦନା

ଜ୍ୟାମିତି ଅନୁଯାୟୀ:

 

≈ 1:1.21901033… ( A230582).[୨] This ratio is the least root of the quartic equation:[୩]

 

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2016-10-26. Retrieved 2016-09-09. {{cite web}}: Cite has empty unknown parameter: |1= (help)
  2. "Calculation of the aspect ratio of the national flag of Nepal (Berechnung des Seitenverhältnisses der Nationalfahne von Nepal)". 2012-06-08. Retrieved 2016-08-11.
  3. "Sloane's A230582 : Decimal expansion of the ratio of height to width of the bounding rectangle of the national flag of Nepal, as defined in Schedule 1 of Article 5 of its Constitution". The On-Line Encyclopedia of Integer Sequences. OEIS Foundation.