ନେତ୍ର ମାନସେଠ୍
ନେତ୍ର ମାନସେଠ୍ (ଜନ୍ମ: ୧ ଜୁଲାଇ ୧୯୬୭ ) ଜଣେ ଓଡ଼ିଆ ରାଜନୀତିଜ୍ଞ[୧]। ସେ କନ୍ଧମାଳ ଜିଲ୍ଲା ପରିଷଦରେ ଜଣେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି। ୨୦୦୭ ମସିହାରେ ହୋଇଥିବା ଜିଲ୍ଲାପରିଷଦ ନିର୍ବାଚନରେ ସେ ଉପସଭାପତି ଭାବରେ ନିର୍ବାଚିତ ହୋଇଥିଲେ।
ନେତ୍ର ମାନସେଠ୍ | |
---|---|
ଉପାଧ୍ୟକ୍ଷ: କନ୍ଧମାଳ ଜିଲ୍ଲା ପରିଷଦ | ୨୦୦୭ | |
ନିର୍ବାଚନ ମଣ୍ଡଳୀ | କନ୍ଧମାଳ (ଜିଲ୍ଲା ପରିଷଦ) |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୬୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସୁଭାଷିନୀ ଦେଶିନୟକ୍ |
ବାପା/ବୋଉ | ଦୁଃଖୁ ମାନସେଠ୍ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନା୨୯୬୭ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁଃଖୁ ମାନସେଠ୍ ଏବଂ ସ୍ତ୍ରୀଙ୍କ ନାମ ସୁଭାଷିନୀ ଦେଶିନୟକ୍।[୧]
ରାଜନୈତିକ ଜୀବନ
ସମ୍ପାଦନାକରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।[୨]
ଅଭିନେତା ଜୀବନ
ସମ୍ପାଦନାଛୋଟ ବୟସରୁ ଭିଭିନ୍ନ କଳାରେ ନିପୁର। ବିଶ୍ୱ ଭାରତୀ, ସନ୍ତିନିକେତନ, କଲିକତା ତରଫରୁ ଆୟୋଜିତ ଇଣ୍ଡିଆ ୟୁଥ୍ ଫେଷ୍ଟିଭାଲରେ ତାଙ୍କୁ ବେଷ୍ଟ ଆକ୍ଟର ଇନ୍ ଡ୍ରାମାର ପୁରସ୍କାର ଦିଯାଇଛି।