ନେତୃତ୍ୱକୁ ଜଣେ ବ୍ୟକ୍ତି ବିଶେଷର ସାମାଜିକ ପ୍ରଭାବ ପ୍ରାପ୍ତ କରିବାର ଏକ ପ୍ରକ୍ରିୟା ରୂପେ ବର୍ଣ୍ଣନା କରାଯାଇଛି ଯେଉଁଥିରେ ସେ ଅନେକ ଲୋକଙ୍କର ସାହାଯ୍ୟ ଓ ସମର୍ଥନରେ ଗୋଟିଏ ସାମୁହିକ କାର୍ଯ୍ୟ ହାସଲ କରିଥାଏ [୧]।}} ଉଦାହରଣ ସ୍ୱରୂପ କିଛି ଲୋକ ନେତୃତ୍ୱମାନେ ବୁଝନ୍ତି କେବଳ ଯଦି କୌଣସି ବ୍ୟକ୍ତିକୁ କିଛି ଲୋକ ଅନୁସରଣ କଲେ ,ଅଥବା କେହି ଯଦି ମାର୍ଗଦର୍ଶନ ବା ଦିଗ ପ୍ରଦର୍ଶନ କରନ୍ତି, ଆଉ ଅନେକ ମଧ୍ୟ ଚିନ୍ତା କରନ୍ତି ଯେ ନେତୃତ୍ୱ "ଜନସମୂହକୁ ଏକ ସାମୁହିକ ଲକ୍ଷ ପାଇଁ ଏକତ୍ରିତ କରିବା" ।

ନେତୃତ୍ୱର ଗବେଷଣାରୁ ବ‌ହୁ ସିଦ୍ଧାନ୍ତ ଉତ୍ପାଦନ ହୋଇଛି ଯେଉଁଥିରେ ଲକ୍ଷଣ,ସ୍ଥିତି,କାର୍ଯ୍ୟ,ବ୍ୟବ‌ହାର,ଶକ୍ତି,ଦୃଷ୍ଟି,ମୂଲ୍ୟ, ଅନ୍ୟଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର ଦକ୍ଷତା ଏବଂ ବୁଦ୍ଧିମତା ଅନ୍ୟତମ ।

ବ‌ହୁ ଶତାବ୍ଦୀରୁ ନେତାଙ୍କର ବିଶେଷତା କଣ ହେବା ଆବଶ୍ୟକ ଏ ବିଷୟରେ ଅନେକ ଗବେଷଣା ହୋଇଛି । ଦାର୍ଶନିକ ଲେଖନୀ ପ୍ଲାଟୋଙ୍କର ରିପବ୍ଲିକଠାରୁ ଆରମ୍ଭ କରି ପ୍ଲୁଟଆର୍କଙ୍କର ଲାଇଭସ୍ ଏହା ଜାଣିବା ପାଇଁ ଉଦ୍ୟମ କରିଛନ୍ତି ଯେ ଏକ ଲିଡ଼ରର କେଉଁ ସ୍ୱଭାବ ତାକୁ ଅନ୍ୟମାନ‌ଙ୍କଠାରୁ ତାକୁ ଭିନ୍ନ କରେ।

ଆଧାରସମ୍ପାଦନ କରନ୍ତୁ

  1. Chemers M. (1997). An integrative theory of leadership. Lawrence Erlbaum Associates, Publishers. {{ISBN|978-0-8058-2679-1