ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ

ଓଡ଼ିଶାର କଟକରେ ଥିବା ଏକ ସଂଗ୍ରହାଳୟ ।

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓଡ଼ିଶାର ପୂର୍ବତନ ରାଜଧାନୀ କଟକର ଓଡ଼ିଆ ବଜାରଠାରେ ଥିବା ଏକ ସଂଗ୍ରହାଳୟ ଯେଉଁଠାରେ ସୁଭାଷ ଚନ୍ଦ୍ର ବୋଷ ଜନ୍ମ ନେଇଥିଲେ । ତାଙ୍କର ଏହି ପୈତୃକ ଘରକୁ ଏକ ସଂଗ୍ରହାଳୟରେ ପରିଣତ କରାଯାଇ ଏଠାରେ ସୁଭାଷଙ୍କ ଆତ୍ମଜୀବନୀ, ତାଙ୍କ ଉପରେ ଲିଖିତ ବହି ତଥା ଆସବାବପତ୍ର ଆଦି ରଖାଯାଇଛି । ପ୍ରାରମ୍ଭିକ ଭାବେ ସୁଭାଷଙ୍କ ଲିଖିତ ଆତ୍ମଜୀବନୀ ଭାରତ ପଥିକସୁଭାଷ ଚନ୍ଦ୍ରର ଅନ୍ତର୍ଧ୍ୟାନର କାହାଣୀ ନାଟ୍ୟକାର ଓ କଥାଚିତ୍ର ନିର୍ଦ୍ଦେଶକ ଗୋପାଳ ଘୋଷଙ୍କଦ୍ୱାରା ଦାନ କରାଯାଇଛି ।[][][][][][][][][][୧୦][୧୧][୧୨]

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, କଟକ

ଗ୍ୟାଲେରି

ସମ୍ପାଦନା
  1. Museum gets Netaji books. The Telegraph. 2012 Jan 22 . Cuttack
  2. Tribute to Netaji on his birth anniversary[permanent dead link]. The New Indian Express. 24 Jan 2012. Cuttack
  3. State remembers Netaji, Vir Sirendra Sai . The Pioneer. Cuttack, 23 January 2012
  4. Netaji museum light and sound show still in dark Archived 2014-01-27 at the Wayback Machine.. Binita Jaiswal. The Times of India. , Jan 7, 2012
  5. "Netaji birthplace". Archived from the original on 2011-07-21. Retrieved 2012-01-30.
  6. Netaji's Birth Anniversary Celebrated in Cuttack. The Outlook. Jan 23, 2012. Cuttack
  7. Netaji birthplace museum Archived 2015-10-28 at the Wayback Machine.. Odisha Tourism
  8. Birthplace Cuttack remembers Netaji[permanent dead link].The Times of India. Cuttack. Jan 23, 2012
  9. Museum preserves Netaji memories in Cuttack[permanent dead link]. Hindusthan Times. Nilankur Das. Cuttack, December 21, 2009
  10. Rourkela Steel Plant push for Netaji museum. The Telegraph. Cuttack, July 20
  11. Netaji Bose's birthplace may soon turn museum Archived 2012-12-25 at the Wayback Machine.. S T Beuria. Deccan Herald. January 09, 2004
  12. Move for museum at Netaji's birthplace. The Hindu. Jul 06, 2003