ନେତାଜୀ ଇଣ୍ଡୋର ଷ୍ଟାଡିୟମ

ନେତାଜୀ ଇଣ୍ଡୋର ଷ୍ଟାଡିୟମ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତା ସହରର ଏକ ଇନ ଡୋର ଖେଳ ପ୍ରାନ୍ତର ।ଏଠାରେ 12,000 ଲୋକ ବସିପାରନ୍ତି । ଏହା ଏଡେନ ଗାର୍ଡେନ ସନ୍ନିକଟରେ ରହିଛି । ଏଠାରେ ଟେନିସ , କବାଡି , ଇତ୍ୟାଦି ଖେଳ ହେଇଥାଏ ।   ଏହି ଷ୍ଟାଡିୟମରେ ଖେଳ ବ୍ଯତୀତ ଅନନ୍ୟ କରଜ୍ୟକରମଗୁଡ଼ିକ ହେଇଥାଏ । ସଂସୃତିକ ଉତଶବ , ସଭା ସମିତି ମାନ ମଧ୍ୟ ଏଠାରେ ହେଇଥାଏ । ଜାତୀୟ ଓ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଏଠାରେ ହୁଏ । ନିର୍ବାଚନ ସମୟରେ ଏଠାରେ ଭୋଟ ଗଣନା କାମ ହେଇଥାଏ । 

Netaji Subhash Chandra Bose Indoor Stadium
ନେତାଜୀ ଇଣ୍ଡୋର ଷ୍ଟାଡିୟମ
Full nameNetaji Subhash Chandra Bose Indoor Stadium
LocationKolkata, West Bengal, India
OwnerGovernor of West Bengal
OperatorGovernor of West Bengal
Capacity12,000[୧]
Field size60m radius
Construction
Broke ground1950
Built1975
Opened1975
Renovated2004
Tenants
Sunfeast Open (2013-present)
Bengal Warriors (2014-present)

ଏହି ଷ୍ଟାଡିୟମ 1975 ମସିହାରେ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ଶିଦ୍ଧାର୍ଥ ଶଙ୍କର ରାୟଙ୍କଦ୍ୱାରା ଉଦ୍ଘାଟିତ ହେଇଥିଲା । .

ପୁନଶ୍ଚ ଦେଖଣା  ସମ୍ପାଦନା

  • List of tennis stadiums by capacity

ଆଧାର  ସମ୍ପାଦନା