ନେଟୁପିଟାଣ୍ଟ/ପାଲୋନୋସେଟ୍ରନ
ନେଟୁପିଟାଣ୍ଟ/ପାଲୋନୋସେଟ୍ରନ (ଇଂରାଜୀ ଭାଷାରେ Netupitant/palonosetron), ଆକିନଜେଓ ଏହାରଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ତୀବ୍ର ଏବଂ ବିଳମ୍ବିତ କେମୋଥେରାପି ଜନିତ ଅଇ ଏବଂ ବାନ୍ତି ରୋକିବା ପାଇଁ ବ୍ୟବହୃତ ହୁଏ ।[୫] ଏହା ପାଟିରେ ଦିଆଯାଏ | [୫] ଏହା ଡେକ୍ସାମେଥାଜୋନ ସହିତ ବ୍ୟବହୃତ ହୁଏ ।[୫]
Combination of | |
---|---|
Netupitant | NK1 receptor antagonist |
Palonosetron | 5-HT3 receptor antagonist |
Clinical data | |
Trade names | Akynzeo |
AHFS/Drugs.com | monograph |
MedlinePlus | a614053 |
data | |
Pregnancy category | |
Routes of administration | By mouth, intravenous |
Legal status | |
Legal status |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ ଏବଂ ଥକାପଣ ହୋଇପାରେ ।[୩] ସାମାନ୍ୟରୁ ମଧ୍ୟମ ଯକୃତ କିମ୍ବା ବୃକ୍କକ ଜନିତ ସମସ୍ୟା ଥିଲେ ଔଷଧ ମାତ୍ରା ସଜାଡିବା ଆବଶ୍ୟକ ନାହିଁ ।[୫] ଗର୍ଭାବସ୍ଥାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୬] ନେଟୁପିଟାଣ୍ଟ ହେଉଛି ଏକ ଏନକେ୧ ଅଭିଗ୍ରାହକ ଅବରୋଧକ ଏବଂ ପାଲୋନୋସେଟ୍ରନ୍ ହେଉଛି ୫-ଏଚଟି୩ ଅଭିଗ୍ରାହକ ଅବରୋଧକ | [୩]
ଏହି ମିଶ୍ରଣକୁ ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[୫] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରାର ମୂଲ୍ୟ ପ୍ରାୟ ୭୦ ପାଉଣ୍ଡ ଅଟେ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୮୦ ଡଲାର ଅଟେ ।| [୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Netupitant / palonosetron (Akynzeo) Use During Pregnancy". Drugs.com. 22 October 2018. Archived from the original on 19 December 2019. Retrieved 19 March 2020.
- ↑ "Fosnetupitant / palonosetron (Akynzeo for Injection) Use During Pregnancy". Drugs.com. 22 October 2018. Archived from the original on 19 March 2020. Retrieved 19 March 2020.
- ↑ ୩.୦ ୩.୧ ୩.୨ ୩.୩ "Akynzeo EPAR". European Medicines Agency (EMA). 19 March 2020. Archived from the original on 19 March 2020. Retrieved 19 March 2020.
- ↑ "Akynzeo 300 mg/0.5 mg hard capsules - Summary of Product Characteristics (SmPC)". (emc). 11 February 2020. Archived from the original on 19 March 2020. Retrieved 19 March 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Netupitant/Palonosetron Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 12 November 2021.
- ↑ ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 456. ISBN 978-0857114105.
- ↑ "Akynzeo Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 12 November 2021.