ନୀଲମ ସୋନକର
ଭାରତୀୟ ରାଜନୀତିଜ୍ଞ
ନୀଲମ ସୋନକର (ଜନ୍ମ ୧୧ ଫେବୃଆରୀ ୧୯୭୩) ଜଣେ ଭାରତୀୟ ରାଜନେତା ଅଟନ୍ତି । ସେ ୧୬ତମ ଲୋକ ସଭାରେ ପ୍ରବେଶ କରିବା ପାଇଁ ଉତ୍ତରପ୍ରଦେଶ ଲାଲଗଞ୍ଜ ସିଟରୁ ଭାରତୀୟ ସାଧାରଣ ନିର୍ବାଚନ ୨୦୧୪ ମସିହାରେ ପ୍ରତିଦ୍ୱନ୍ଦିତା କରିଥିଲେ ।
ନୀଲମ ସୋନକର | |
---|---|
ଲୋକ ସଭା ସଦସ୍ୟ | |
କାର୍ଯ୍ୟକାଳ ମଇ ୨୦୧୪ – ମଇ ୨୦୧୯ | |
ପୂର୍ବ ଅଧିକାରୀ | ବଳୀ ରାମ |
ପର ଅଧିକାରୀ | ସଂଗୀତା ଆଜାଦ |
ନିର୍ବାଚନ ମଣ୍ଡଳୀ | ଲାଲଗଞ୍ଜ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଗୋରଖପୁର, ଉତ୍ତରପ୍ରଦେଶ, ଭାରତ | ୧୧ ଫେବୃଆରୀ ୧୯୭୩
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି (ବିଜେପି) |
ଜୀବନ ସାଥୀ | ରାଜେନ୍ଦ୍ର ପ୍ରସାଦ |
ଘର | ଆଜମଗଡ ଉତ୍ତରପ୍ରଦେଶ |
ପେଷା | ରାଜନୀତିଜ୍ଞ |
୧୬ ଅକ୍ଟୋବର, ୨୦୧୫ ସୁଦ୍ଧା ଆଧାର: [୧] |
ସେ ୧୯୯୮ ମସିହାରେ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏଟ ଏମ.ଏ କରିଥିଲେ ।[୧]
ପ୍ରାଥମିକ ଜୀବନ ଏବଂ ଶିକ୍ଷା
ସମ୍ପାଦନାସୋନକର ୧୧ ଫେବୃଆରୀ ୧୯୭୩ ମସିହାରେ ଶ୍ରୀ ରାମଚନ୍ଦ୍ର ଏବଂ ଶ୍ରୀମତୀ ଭାଗ୍ୟବାଣୀ ଦେବୀଙ୍କ ଘରେ ହୋଇଥିଲା । ସେ ଉତ୍ତରପ୍ରଦେଶର କାନପୁରରେ ଜନ୍ମଗ୍ରହଣ କରିଥିଲେ । ନୀଲମ ସୋନକର ଗୋରଖପୁର ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଇନ ଆର୍ଟ (MA) ସମାପ୍ତ କରିଛନ୍ତି ।
ପଦବୀଗୁଡିକ
ସମ୍ପାଦନା- ମଇ, ୨୦୧୪: ୧୬ତମ ଲୋକ ସଭାକୁ ମନୋନୀତ ।
- ୧ ସେପ୍ଟେମ୍ବର ୨୦୧୪ ପରଠାରୁ: ସଦସ୍ୟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ଉପରେ ସ୍ଥାୟୀ କମିଟି ।[୨]
- ଏପ୍ରିଲ ୨୦୧୬ ପରଠାରୁ: ସଦସ୍ୟ, ଷ୍ଟାଣ୍ଡଅପ ଇଣ୍ଡିଆ କାର୍ଯ୍ୟକ୍ରମ ଉପରେ ଜାତୀୟ ସ୍ତରର ପରିଚାଳନା କମିଟି ।
ଆଧାର
ସମ୍ପାଦନା- ↑ "Neelam Sonkar". MyNeta.info. Retrieved 16 October 2015.
- ↑ "Neelam Sonkar". Government of India. Retrieved 16 October 2015.