ନୀରଜ ଚୋପ୍ରା
ଖେଳାଳି
ନୀରଜ ଚୋପ୍ରା (ଜନ୍ମ : ୨୪ ଡିସେମ୍ବର ୧୯୯୭) ଜଣେ ଭାରତୀୟ ଜାଭେଲିନ ଫିଙ୍ଗାଳୀ । ୨୦୨୧ ଅଗଷ୍ଟ ମାସ ସୁଦ୍ଧା ବିଶ୍ୱ ଆଥଲେଟିକ ଅନୁଷ୍ଠାନଦ୍ୱାରା ପ୍ରକାଶିତ ମାନ୍ୟତା ତାଲିକାରେ ତାଙ୍କର ବିଶ୍ୱ ର୍ୟାଙ୍କ ୨ଥିଲା । ସେ ଭାରତୀୟ ସ୍ଥଳସେନାରେ ଜଣେ କମିସନଡ ଅଫିସର ଭାବରେ କାର୍ଯ୍ୟରତ । ନିଜର ପ୍ରଥମ ଅଲିମ୍ପିକ ପଦାର୍ପଣରେ ସେ ୨୦୨୦ ଟୋକିଓ ଅଲିମ୍ଭିକରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୪]
ବ୍ୟକ୍ତିଗତ ତଥ୍ୟ | ||||||
---|---|---|---|---|---|---|
ଜାତୀୟତା | ଭାରତୀୟ | |||||
ଜନ୍ମ | ପାନିପତ, ହରିୟାଣା, ଭାରତ | ୨୪ ଡିସେମ୍ବର ୧୯୯୭|||||
ଶିକ୍ଷା | ଡିଏଭି କଲେଜ, ଚଣ୍ଡିଗଡ଼ | |||||
ଉଚ୍ଚତା | ୧.୮୨ ମି[୧] | |||||
Sport | ||||||
ଦେଶ | ଭାରତ | |||||
କ୍ରୀଡ଼ା | ଜାଭେଲିନ ଫିଙ୍ଗାଳି | |||||
ର୍ୟାଙ୍କ | ୨[୨] | |||||
Event(s) | ଜାଭେଲିନ | |||||
Coached by | ଯୁ ଜନ[dubious ] | |||||
Achievements and titles | ||||||
Highest world ranking | 2 (Achieved on 11 August 2021)[୨] | |||||
Personal best(s) | NR 88.07 m (2021)[୩] | |||||
Medal record
|
୨୦୨୩ ମସିହାରେ ବୁଦେପେଷ୍ଟଠାରେ ଅନୁଷ୍ଠିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ଭାରତପାଇଁ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ ସେ ୮୮.୧୭ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ । [୫]
ଆଧାର
ସମ୍ପାଦନା- ↑ "Athletics | Athlete Profile: Neeraj CHOPRA – Gold Coast 2018". gc2018.com. 2018 Commonwealth Games. Archived from the original on 11 August 2021. Retrieved 14 April 2018.
- ↑ ୨.୦ ୨.୧ "Neeraj Chopra, India's Olympic Gold Medallist, Becomes World Number 2 in Men's Javelin Throw". NDTV.
- ↑ "Neeraj Chopra makes National Record again". The Times of India. 5 March 2021. Retrieved 7 March 2021.
- ↑ "U.S., India finally get athletics gold, Japan win baseball title". Reuters (in ଇଂରାଜୀ). 2021-08-07. Retrieved 2021-08-15.
- ↑ "ନୀରଜଙ୍କୁ ବିଶ୍ବ ସ୍ବର୍ଣ୍ଣ: ଶ୍ରେଷ୍ଠ ପ୍ରଦର୍ଶନ ସହ କିଶୋର ପଞ୍ଚମ, ମନୁ ଷଷ୍ଠ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 28 August 2023. Retrieved 28 August 2023.