ନୀନା ଗୁପ୍ତା (ଗଣିତଜ୍ଞ)
ନୀନା ଗୁପ୍ତା କୋଲକାତା ଭାରତୀୟ ପରିସଂଖ୍ୟାନ ଅନୁଷ୍ଠାନର (ଆଇଏସାଆଇ) ପରିସଂଖ୍ୟାନ ଓ ଗଣିତ ବିଭାଗର ଜଣେ ଉପପ୍ରାଧ୍ୟାପକ । ବିନିମୟ ବୀଜଗଣିତ (କମ୍ୟୁନିକେଟିଭ ଆଲଜେବ୍ରା) ଓ ଆଫିନ ବୀଜଗାଣିତିକ ଜ୍ୟାମିତି ତାଙ୍କର ପ୍ରାଥମିକ ଅଧ୍ୟୟନ । ଗୁପ୍ତା ଆଗରୁ ଆଇଏସାଅଇର ଜଣେ ପରିଦର୍ଶନୀ ବୈଜ୍ଞାନିକ ଓ ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ (ଟିଆଇଏଫାଅଅର)ର ପରିଦର୍ଶନୀ ଫେଲୋ ଥିଲେ ।
ଡଃ ନୀନା ଗୁପ୍ତା | |
---|---|
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡି, ଏମ.ମ୍ୟାଥ., ବିଏସସି (ଅନ୍ସ) |
ଶିକ୍ଷାନୁଷ୍ଠାନ | ଆଇଏସଆଇ, ବେଥୁନ କଲେଜ |
ପ୍ରସିଦ୍ଧି | ତାଙ୍କୁ ଜାରିକି କ୍ୟାନ୍ସଲେସନ ପ୍ରୋବ୍ଲେମରେ ସକରାତ୍ମକ ଗୁଣର ବିକଳ୍ପ ସମାଧାନ |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଗଣିତ, ବିନିମୟ ବୀଜଗଣିତ (କମ୍ୟୁନିକେଟିଭ ଆଲଜେବ୍ରା), ଆଫିନ ବୀଜଗାଣିତିକ ଜ୍ୟାମିତି |
କର୍ମାନୁଷ୍ଠାନ | ଆଇଏସଆଇ, ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ (ଟିଆଇଏଫାଆର |
ବୈଜ୍ଞାନିକ ନିବନ୍ଧ | Some Results on Laurent Polynomial Fibrations and Quasi A* Algebras (2011) |
ଡକ୍ଟରୀ ଉପଦେଷ୍ଟା | ଅମର୍ତ୍ୟ ଦତ୍ତ |
ଗୁପ୍ତା ୨୦୦୬ ମସିହାରେ ଗଣିତରେ ଅନର୍ସ ରହିତ ବେଥୁନ କଲେଜରୁ ସ୍ନାତକ ଲାଭକରିଥିଲେ । ପରେ ସେ ୨୦୦୮ ମସିହାରେ ଆଇଏସାଅଇରୁ ଗଣିତରେ ସ୍ନାତକୋତ୍ତର ଲାଭକରିଥିଲେ ।[୧] ୨୦୧୧ ମସିହାରେ ସେ ବୀଜଗାଣିତିକ ଜ୍ୟାମିତିରେ ପ୍ରଫେସର ଅମର୍ତ୍ୟ କୁମାର ଦତ୍ତଙ୍କ ଅଧୀନରେ ଡକ୍ଟରେଟ ଲାଭ କରିଥିଲେ ।[୨] ଗୁପ୍ତାଙ୍କ ପିଏଚଡି ନିବନ୍ଧର ନାମ ଥିଲା "Some Results on Laurent Polynomial Fibrations and Quasi A* Algebras"[୩]
ଗୁପ୍ତା ୨୦୧୪ ମସିହାରେ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀର ଯୁବ ବୈଜ୍ଞାନିକ ପୁରସ୍କାରରେ ସମ୍ମାନୀତ ।[୪] ଏହା ତାଙ୍କୁ ଜାରିକି କ୍ୟାନ୍ସଲେସନ ପ୍ରୋବ୍ଲେମର ସକରାତ୍ମକ ଗୁଣରେ ସମାଧାନ ନିମନ୍ତେ ଦିଆଯାଇଥିଲା ।[୫] ୨୦୧୩ରେ ଏହି କାମ ଉପରେ ମତବାଦକୁ ଭିତ୍ତିକରି ୨୦୧୩ ମସିହାରେ ତାଙ୍କୁ ଟିଆଇଏଫାଆର ପୁରାତନ ଛାତ୍ରସଂସଦ ତରଫରୁ "ସରସ୍ୱତୀ କୌସିକ ମେଡ଼ାଲ"ରେ ସମ୍ମାନୀତ କରାଯାଇଥିଲା ।[୬]
ପ୍ରକାଶନ
ସମ୍ପାଦନା- A Survey on Zariski Cancellation Problem, ଇଣ୍ଡିଆନ ଜର୍ଣ୍ଣାଲ ଅଫ ପିଓର ଆଣ୍ଡ ଆପ୍ଲାଏଡ଼ ମ୍ୟାଥମାଟିକ୍ସ, ଡିସେମ୍ବର ୨୦୧୫2015[୭]
- On Faithfully Flat Fibrations by a Punctured Line, ଜର୍ଣ୍ଣାଲ ଅଫ ଆଲଜେବ୍ରା, ଅକ୍ଟୋବର ୨୦୧୪[୮]
- On the family of affine threefolds x^m y= F(x, z, t), କମ୍ପୋଜିଟୋ ମ୍ୟାଥମାଟିକା, ଜୁନ ୨୦୧୪[୯]
- ଧ୍ୱନିତା ଆର. ରାଓଙ୍କ ସହ, On the non-injectivity of the Vaserstein symbol in dimension three, Journal of Algebra, February 2014
- On Zariski's Cancellation Problem in Positive Characteristic, ଜର୍ଣ୍ଣାଲ ଅଫ ଆଲଜେବ୍ରା, ସେପ୍ଟେମ୍ବର ୨୦୧୩
- A Counter-example to the Cancellation Problem for the Affine Space A^3 in Characteristic p, ଇନଭେଣ୍ଟିଅନ୍ସ ମ୍ୟାଥମାଟିକେ, ଅଗଷ୍ଟ ୨୦୧୨
- ଅମର୍ତ୍ୟ କୁମାର ଦତ୍ତ ଓ ନୋବୁହାରୁ ଅନଡ଼ାଙ୍କ ସହ, Some Patching Results on Algebras over Two-dimensional Factorial Domains, ଜର୍ଣ୍ଣାଲ ଅଫ ପିଓର ଆଣ୍ଡ ଆପ୍ଲାଏଡ଼ ଆଲଜେବ୍ରା, ଜୁଲାଇ ୨୦୧୨
- ଏସ.ଏମ. ଭଟୱାଡ଼େକରଙ୍କ ସହ, The Structure of a Laurent Polynomial Fibration in n Variables, ଜର୍ଣ୍ଣାଲ ଅଫ ଆଲଜେବ୍ରା, ମାର୍ଚ୍ଚ ୨୦୧୨
- ଏସ.ଏମ. ଭଟୱାଡ଼େକରଙ୍କ ସହ, On Locally Quasi A ∗ Algebras in Codimension-one over a Noetherian Normal Domain, ଜର୍ଣ୍ଣାଲ ଅଫ ପିଓର ଆଣ୍ଡ ଆପ୍ଲାଏଡ଼ ଆଲଜେବ୍ରା, ସେପ୍ଟେମ୍ବର ୨୦୧
ଆଧାର
ସମ୍ପାଦନା- ↑ "Alumnus Page". Bethune College. Retrieved 5 Sep 2016.
- ↑ "Amartya Dutta Page". Mathematics Genealogy Project. Retrieved 5 Sep 2016.
- ↑ "ISI Stat-Math Unit Annual Report 2011-12". ISI. Retrieved 29 Aug 2016.
- ↑ "Young Scientists Awards". INSA. Retrieved 28 Aug 2016.
- ↑ "On the Zariski Cancellation Problem". Bar-Ilan University. Archived from the original on 28 August 2016. Retrieved 28 Aug 2016.
- ↑ "TIFR Endowment Fund Awards". TIFR. Retrieved 28 Aug 2016.
- ↑ "Indian Journal of Pure and Applied Mathematics Volume 46 Extract" (PDF). INSA. Retrieved 28 Aug 2016.
- ↑ "ResearchGate Neena Gupta Publications". ResearchGate. Retrieved 28 Aug 2016.
- ↑ "Compositio Mathematica Abstract". Cambridge Journals. Retrieved 29 Aug 2016.[permanent dead link]