ନିର୍ମଳ ଚନ୍ଦ୍ର ରାଉତ

ଓଡ଼ିଆ ନାଟ୍ୟକାର, ମଞ୍ଚ କଳାକାର ଓ ନିର୍ଦ୍ଦେଶକ

ନିର୍ମଳ ଚନ୍ଦ୍ର ରାଉତ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ କଳାକାର, ଗୀତକାର ଓ ନିର୍ଦ୍ଦେଶକ, ଯିଏକି ୨୦୨୦ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି ।[୨] ସେ ଦୂରଦର୍ଶନରେ ପ୍ରସାରିତ କ୍ଷୁଦ୍ର ନାଟକ, ଧାରାବାହିକ ଆଦିର ନିର୍ଦ୍ଦେଶନା ଦେଇଛନ୍ତି ।

ନିର୍ମଳ ଚନ୍ଦ୍ର ରାଉତ
Nirmal Chandra Rout
୨୦୨୩ ମସିହାରେ ଭଦ୍ରକରେ ଓଡ଼ିଆ ନାଟ୍ୟକାର ନିର୍ମଳ ଚନ୍ଦ୍ର ରାଉତ ।
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ନାଟ୍ୟକାର
ଅଭିନେତା
ନିର୍ଦ୍ଦେଶକ

ରଚିତ ନାଟକ ସମ୍ପାଦନା

  • ଶ୍ୟାମଳ ସନ୍ଧ୍ୟା
  • ମୂକସାକ୍ଷୀ କୋଣାର୍କ
  • ଅଶ୍ରୁ ଅନେକ ଶିଖାର
  • କାରୁବାକି
  • ଦେବକୀ ନନ୍ଦନ
  • ଜୟ ଜଗନ୍ନାଥ
  • ମିତା ଅପା
  • ଅଲୋଡ଼ା
  • ଝଡ଼ା ଶ୍ରାବଣ
  • ମଉଳା କଇଁ

ଅଭିନୀତ ନାଟକ ସମ୍ପାଦନା

  • ମୂକସାକ୍ଷୀ କୋଣାର୍କ (ବିଶୁ ମହାରଣା ଭୂମିକାରେ)[୩]
  • ଶ୍ୟାମଳ ସନ୍ଧ୍ୟା (ଡାକ୍ତର ଭୂମିକାରେ)

ପ୍ରକାଶିତ ପୁସ୍ତକ ସମ୍ପାଦନା

  • ଶ୍ୟାମଳ ସନ୍ଧ୍ୟା
  • ମାଟି ଲଣ୍ଠନ
  • ଦୂର ପାହାନ୍ତି
  • ଶଗଡ଼ର ହେଡ୍‌ଲାଇଟ୍

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. Ray, Pramod Kumar (4 September 2021). "ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ନାଟ୍ୟଶ୍ରୀଙ୍କୁ ବହୁ ଅଭିନନ୍ଦନ". ଭଦ୍ରକ. Archived from the original on 27 October 2023. Retrieved 27 October 2023.
  2. Sahoo, Pradeep (27 August 2021). "Odisha Sangeet Natak Akademi Awards Announced For 2019 & 2020" (in English). Bhubaneswar. Archived from the original on 27 October 2023. Retrieved 27 October 2023. {{cite news}}: |archive-date= / |archive-url= timestamp mismatch; 12 ସେପ୍ଟେମ୍ବର 2023 suggested (help)CS1 maint: unrecognized language (link)
  3. "Pranam Odisha: Actor Nirmal Chandra Rout". NandighoshaTV. 14 September 2021. Retrieved 27 October 2023.
  4. Ray, Pramod Kumar (27 August 2021). "ନାଟ୍ୟକାର ସୁଧାକର ନନ୍ଦ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ପାଇବେ ୨୦୧୯ ଓ ୨୦୨୧ ମସିହା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ". ଓଡ଼ିଆ ପୁଅ. ଭଦ୍ରକ. Archived from the original on 27 October 2023. Retrieved 27 October 2023. {{cite news}}: |archive-date= / |archive-url= timestamp mismatch; 27 ଅଗଷ୍ଟ 2021 suggested (help)
  5. "Odisha Sangeet Natak Akademi's Top Honours For Anant Mahapatra & Kumkum Mohanty" (in English). Bhubaneswar. 28 August 2021. Archived from the original on 27 October 2023. Retrieved 27 October 2023. {{cite news}}: |archive-date= / |archive-url= timestamp mismatch; 28 ଅଗଷ୍ଟ 2021 suggested (help)CS1 maint: unrecognized language (link)
  6. "Odisha Sangeet Natak Akademi awards announced for 2019 and 2020: Complete list here". Kalinga TV (in Indian English). Bhubaneswar. 27 August 2021. Archived from the original on 27 October 2023. Retrieved 27 October 2023. {{cite news}}: |archive-date= / |archive-url= timestamp mismatch; 8 ଅକ୍ଟୋବର 2023 suggested (help)