ନିର୍ମଳା ସୀତାରାମଣ

ଭାରତୀୟ ରାଜନୀତିଜ୍ଞ

ନିର୍ମଳା ସୀତାରାମଣ (ତାମିଲ:நிர்மலா சீதாராமன்/ ନିର୍ମଳା ଚିତରାମଣ; ଜନ୍ମ ୧୮ ଅଗଷ୍ଟ ୧୯୫୯) ଜଣେ ଭାରତର ଅର୍ଥମନ୍ତ୍ରୀ ଅଟନ୍ତି । ସେ ସେପ୍ଟେମ୍ବର ୨୦୧୭ରୁ ମଇ ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ଏବଂ ଏହାପୂର୍ବରୁ ସେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏବଂ ଭାରତର ଅର୍ଥ ଓ କର୍ପୋରେଟର ବ୍ୟାପାର ମନ୍ତ୍ରୀ ଥିଲେ । ସେ ଭାରତୀୟ ଜନତା ପାର୍ଟି(ବିଜେପି) ସହିତ ଜଡ଼ିତ ଏବଂ ଦଳର ଜାତୀୟ ମୁଖପାତ୍ର ମଧ୍ୟ ରହିଛନ୍ତି ।[] ନିର୍ମଳା ସୀତାରାମଣ ହେଉଛନ୍ତି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ; ତେବେ ପ୍ରଧାନମନ୍ତ୍ରୀ ଥିବାବେଳେ ଇନ୍ଦିରା ଗାନ୍ଧୀ ଏହି ମନ୍ତ୍ରାଳୟକୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ।

ନିର୍ମଳା ସୀତାରାମଣ
ଭାରତର ରକ୍ଷାମନ୍ତ୍ରୀ[]
Assumed office
୩୦ ମଇ ୨୦୧୯
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀଅରୁଣ ଜେଟଲୀ
ଭାରତର ରକ୍ଷାମନ୍ତ୍ରୀ
କାର୍ଯ୍ୟକାଳ
03 ସେପ୍ଟେମ୍ବର 2017 – 2019
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀମନୋହର ପାର୍କର
ପର ଅଧିକାରୀରାଜନାଥ ସିଂ
ଭାରତୀୟ ଜନତା ପାର୍ଟିର ପ୍ରବକ୍ତା
Assumed office
20 ମାର୍ଚ୍ଚ 2010
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-08-18) ୧୮ ଅଗଷ୍ଟ ୧୯୫୯ (ବୟସ ୬୫)
ତିରୁଚିପଲ୍ଲୀ, ତାମିଲନାଡୁ, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀପର୍କଲ ପ୍ରଭାକର
ସନ୍ତାନଗୋଟିଏ ଝିଅ
ଘରନୂଆ ଦିଲ୍ଲୀ, ଭାରତ
ଶିକ୍ଷାନୁଷ୍ଠାନଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, (ଏମ.ଫିଲ)

ରାଜନୈତିକ ଜୀବନ

ସମ୍ପାଦନା

ଫେବ୍ରୁଆରୀ ୨୦୨୦ ମସିହାରେ ସୀତାରାମଣ ତାଙ୍କର ଦ୍ୱିତୀୟ ବଜେଟ ଭାଷଣ ସମୟରେ ଏକ ବିବାଦୀୟ ବକ୍ତବ୍ୟ ରଖିଥିଲେ ଯେ, ସିନ୍ଧୁ ଲିପି- ଚିତ୍ରଲିପିକୁ ବୁଝା ଯାଇଛି ଏବଂ ଏଥିରେ ସରସ୍ବତୀ ସିନ୍ଧୁ ସଭ୍ୟତା ଏବଂ ହାଡପ୍ପାର ସିଲ ଉଲ୍ଲେଖନୀୟ ହୋଇଛି , ଯାହା ଖ୍ରୀଷ୍ଟପୂର୍ବ ୩୩୦୦ ମସିହାରୁ ଆରମ୍ଭ ହୋଇଥିଲା । [][][][]

ପୂର୍ବ ଜୀବନ ଓ ବୃତ୍ତି

ସମ୍ପାଦନା

୧୯୮୦ ମସିହାରେ ତାମିଲନାଡୁର ତିରୁଚିପଲ୍ଲୀ, ସୀତାଲକ୍ଷ୍ମୀ ରାମସ୍ୱାମୀ କଲେଜରୁ ନିର୍ମଳା ସୀତାରାମଣ ସ୍ନାତକ (ଅର୍ଥନୀତି ରେ) ସମାପ୍ତ କରିଥିଲେ ।[]

ନିର୍ମଳା ସୀତାରାମଣ ପ୍ରାଇସ ୱାଟରହାଉସ କୁପର୍ସ ସହିତ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି । ସେ BCCI ୱାର୍ଲଡ଼ ସର୍ଭିସରେ କିଛି ସମୟ କାମ କରିଥିଲେ । ହାଇଦ୍ରାବାଦରେ ଅବସ୍ଥିତ ପ୍ରଣବ ବିଦ୍ୟାଳୟର ପ୍ରତିଷ୍ଠାମାନଙ୍କ ମଧ୍ୟରୁ ନିର୍ମଳା ଅନ୍ୟତମ ଅଟନ୍ତି । []

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ନିର୍ମଳା , ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ ଇକୋନୋମିକର ପୂର୍ବତନ ଛାତ୍ର ପର୍କଲ ପ୍ରଭାକରଙ୍କୁ ବିବାହ କରିଥିଲେ ।[] ସେ ଜଣେ ରାଜନେତା, ରାଜନୈତିକ ସମୀକ୍ଷକ, ଲୋକପ୍ରିୟ ଟିଭି ଆଙ୍କର ଏବଂ ଜଣେ ବୁଦ୍ଧିଜୀବୀ ଅଟନ୍ତି । [୧୦]

  1. नरेंद्र मोदी की सरकार के मंत्रियों की सूची Archived 29 May 2014[Date mismatch] at the Wayback Machine. इकोनोमिक टाइम्स (अँग्रेजी में)
  2. "Bharatiya Janata Party - The Party with a Difference". Bjp.org. Archived from the original on 12 मार्च 2019. Retrieved 2013-09-20. {{cite web}}: Check date values in: |archive-date= (help)
  3. "Finance Minister's Harappan reference puzzles historians".
  4. "Deciphered: FM Nirmala Sitharaman stands by her remark on Harappan script".
  5. "Twitter Asks How Nirmala Sitharaman Can Read Indus Seal When Harappan Script is Still Undeciphered".
  6. "100 साल बीतने के बाद भी सिंधु लिपि क्यों बनी हुई है अबूझ पहेली, क्यों हो रही है आज इसकी चर्चा?".
  7. Mohua Chatterjee, TNN Mar 21, 2010, 02.13am IST (2010-03-21). "BJP gets a JNU product as its woman spokesparson - Times Of India". Articles.timesofindia.indiatimes.com. Archived from the original on 21 सितंबर 2013. Retrieved 2013-09-20. {{cite web}}: Check date values in: |archive-date= (help)CS1 maint: multiple names: authors list (link) CS1 maint: numeric names: authors list (link)
  8. "Management | Pranava". Pranavatheschool.org. Archived from the original on 19 जुलाई 2013. Retrieved 2013-09-20. {{cite web}}: Check date values in: |archive-date= (help)
  9. "AP govt advisor and Nirmala Sitharaman's husband Parakala Prabhakar quits, blames Jagan". Archived from the original on 20 नवंबर 2018. Retrieved 22 जून 2018. {{cite web}}: Check date values in: |access-date= and |archive-date= (help)
  10. "Andhra Pradesh / Hyderabad News : BJP spokesperson finds her new role challenging". द हिन्दू. 2010-04-03. Archived from the original on 21 सितंबर 2013. Retrieved 2013-06-29. {{cite web}}: Check date values in: |archive-date= (help)