ନିରୋଜ ନଳିନୀ କୁଅଁର

ଭାରତୀୟ ଓଡ଼ିଆ-ଭାଷୀ ଗାୟିକା ଓ ସଙ୍ଗୀତଜ୍ଞ

ନିରୋଜ ନଳିନୀ କୁଅଁର ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାୟିକା ଓ ସଙ୍ଗୀତ ଗୁରୁ । ଆକାଶବାଣୀ କଟକ ମାଧ୍ୟମରେ ତାଙ୍କର ଅନେକ ଗୀତ ପ୍ରଚାରିତ ହୋଇଛି।

କ୍ରମ ଗୀତ ଗୀତିକାର ମନ୍ତବ୍ୟ/ଆଧାର
ଆଜି ପ୍ରୀତି ବାସର ନାରାୟଣ ପ୍ରସାଦ ସିଂହ []
ଏଇ ଫୁଲ ଝରା ରାତି ଗୁରୁକୃଷ୍ଣ ଗୋସ୍ୱାମୀ []


୧) ଦଶବର୍ଷ ବୟସରରେ ସେ ବିଧିବଦ୍ଧ ଭାବେ ଅଖିଳ କୁମାର ଲେଙ୍କା, ନିରୋଜ ନଳିନୀ କୁଅଁର, ତରଣୀ ରଞ୍ଜନ ଜେନା ଓ ବିଶ୍ୱନାଥ ରାଓ ଆଦି ସଂଗୀତ ଗୁରୁଙ୍କଠାରୁ ଓଡିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୁ ଆଦି ଶିଖିବା ଆରମ୍ଭ କରିଥିଲେ । ପରେ ସେ ଜେ.ଭି.ଏସ. ରାଓ, ଦୀପକ ବସୁ, ନିତାଇ ସିହ୍ନାଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ସୁନାକର ସାହୁଙ୍କଠାରୁ ସୁଗମ ସଙ୍ଗୀତ ଓ ହରମୋହନ ଖୁଣ୍ଟିଆଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । []

୨) Niroj Nalini Kumar : Adhunik. 8.30 Loka Geeta : Prafulla Kumir Kar O Sumati Devi. P.M. 1.10 Sugam Sangeeta : Prafulla Kuimr Kar O Niroj Nalini Kumar. 1.30 Kishore Chakra. 5.55and6.15 Niroj NaliniKu mir : Patriotic; Odisi. 800 Shesha []

୩) Niroj Nalini Kumar 10. Guru Raghunath Dutta 11. Kishore Kumar Mohanty 12. Avanalini Kumar Pakhawaj Odissi Vocal Music -do- Odissi Dance -do- -do- Some of the important visitors who appreciated the work of the Kendra 2. Bhimsen Sachar []

୩) Nalini Kumar Ajaya Kumar Mohanty Bijoy Kumar Senapati B. DEPARTMENT OF ODISSI VOCAL : Akhil Kumar Lenka Niroj Nalini Kumar Binayak Chandra Mahanta C. DEPARTMENT OF HINDUSTHANI VOCAL MUSIC : Pondit J.V.S. Rao Baidhar Nayak Prakash []

  1. Raghunath Panigrahi & Niroj Nalini sings..Aaji Priti .. from Archival Odia Radio Recordings, retrieved 2023-12-02
  2. Pranab Pattnaik & Niroj Nalini sings..Ei Phula Jharaa.. from Archival Radio Recordings, retrieved 2023-12-02
  3. maarasmiodiduni (2020-11-24). "ପ୍ରଥମ ଥର ପାଇଁ ଦେଖନ୍ତୁ ନମିତା ଅଗ୍ରୱାଲଙ୍କ ଝିଅଙ୍କୁ, ହେବେ ଆଗାମୀ ହେରୋଇନ!". Odia Dunia (in ଆମେରିକୀୟ ଇଂରାଜୀ). Retrieved 2023-12-02.
  4. Delhi, All India Radio (AIR), New (1979-10-28). AKASHVANI: Vol. XLIV. No. 43 ( 28 OCTOBER, 1979 ) (in ଇଂରାଜୀ). All India Radio (AIR),New Delhi.{{cite book}}: CS1 maint: multiple names: authors list (link)
  5. Cuttack, One Thousand Years (in ଇଂରାଜୀ). Cuttack City Millennium Celebrations Committee, The Universe. 1990.
  6. Cuttack, Kala Vikash Kendra (1997). Journal.