ନିବେଦିତା ଭଟ୍ଟାଚାର୍ଯ୍ୟ

ଭାରତୀୟ ଅଭିନେତ୍ରୀ

ନିବେଦିତା ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ଦୂରଦର୍ଶନ ଓ କଥାଚିତ୍ରରେ ଅଭିନୟ କରନ୍ତି । ସେ ଦୂରଦର୍ଶନ ଧାରାବାହିକ ସାତା ଫେରେ, ସାଲୋନି କା ସଫର୍ ଏବଂ କୋଇ ଲଉଟ୍ କେ ଆୟା ହୈ ପାଇଁ ଜଣାଶୁଣା ।[୧] ସେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ ।[୨]

ନିବେଦିତା ଭଟ୍ଟାଚାର୍ଯ୍ୟ‌
କ୍ଲାଉଡ୍ ସେଭେନ୍‌ରେ ନିବେଦିତା ଭଟ୍ଟାଚାର୍ଯ୍ୟ‌
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀକେ କେ ମେନନ
ପୁରସ୍କାରଖଳନାୟିକା ଭାବରେ ଷ୍ଟାର୍ ଗିଲ୍ଡ ଆୱାର୍ଡ଼

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୦ କ୍ୟା କେହେନା ପ୍ରୀତି ଜିଣ୍ଟାଙ୍କ ଭାଉଜ
୨୦୧୪ ଡର୍ @ ଦି ମଲ୍ ତିଶା
୨୦୧୬ ଫୋବିଆ ଅନୁଷ୍କା
୨୦୧୭ ଶୁଭ ମଙ୍ଗଲ ସାବଧାନ ବିନିତା
୨୦୧୮ ଆୟାର୍ ସାମ୍ବାଦିକା
୨୦୧୯ ଚିକେନ୍ କରି ଲ ସତ୍ୟ ଦେଶମୁଖ
୨୦୨୧ ଶାଦିସ୍ତାନ ଅର୍ଶୀଙ୍କ ମାଆ [୩]
୨୦୨୩ ଦି ଭେକ୍ସିନ୍ ୱାର୍

ଅଭିନୀତ ଧାରାବାହିକ ସମ୍ପାଦନା

ବର୍ଷ କାର୍ଯ୍ୟକ୍ରମ/ଧାରାବାହିକ ଭୂମିକା ମନ୍ତବ୍ୟ
୧୯୯୭ କ୍ୟା ବାତ୍ ହୈ ପ୍ରିୟଙ୍କା ମେହେଟ୍ଟା
ମାର୍ଗରିଟା ରୋଜ ବ୍ରଗାଞ୍ଜା
୧୯୯୮ ଏକ୍ସ ଜୋନ୍
୧୯୯୯ ସଟରଡେ' ସସ୍‌ପେନ୍ସ ଦୀପା
ସସ୍‌ପେନ୍ସ ଆୱାର୍ ମାଧବୀ
୧୯୯୯–୨୦୦୧ ରିସ୍ତେ
୨୦୦୦–୨୦୦୧ କୁଣ୍ଡଳୀ ଆରତୀ ଅଭିଷେକ ଅଗ୍ରୱାଲ
୨୦୦୧ କାହିଁ କିସି ରୋଜ୍ ମୋନିକା ବୋଷ
ଖଟ୍ଟା ମିଠା ଅଞ୍ଜୁ
୨୦୦୩–୨୦୦୪ କାହାନି ଘର୍ ଘର୍ କି ଅବନ୍ତିକା ଅଜୟ ଅଗ୍ରୱାଲ
୨୦୦୪ ରାତ୍ ହୋନେ କୋ ହୈ ରୁମା
ଭଗବାନ୍ ବଚାୟେ ଇନ୍‌କୋ
୨୦୦୬–୨୦୦୭;

୨୦୦୮–୨୦୦୯

ସାତ୍ ଫେରେ: ସାଲୋନି କା ସଫର୍ ଉର୍ବଶୀ ବ୍ରିଜେଶ ସିଂହ/ଉର୍ବଶୀ ବୀର ସିଂହ ଖଳନାୟିକା
୨୦୧୦–୨୦୧୧ ଗୁନାହୋଁ କା ଦେବତା
୨୦୧୭ କୋଇ ଲଉଟ୍ କେ ଆୟା ହୈ ରତ୍ନା ଶେଖରୀ
୨୦୨୨ ସଲ୍ଟ ସିଟି ସୋନି ଲିଭ୍ ୱେବ୍ ସିରିଜ୍

ଆଧାର ସମ୍ପାଦନା

  1. "Nivedita Bhattacharya: I can't do a role for the sake of it". Hindustan Times (in ଇଂରାଜୀ). 2021-07-30. Retrieved 2023-07-04.
  2. ୟୁ-ଟବ୍‌ରେ TV actress Nivedita Bhattacharya talking to press in Lucknow
  3. Scroll Staff (2021-06-11). "'Shaadisthan' review: A big-hearted ode to rebellion and freedom". Scroll.in (in ଆମେରିକୀୟ ଇଂରାଜୀ). Retrieved 2023-07-04.

ବାହାର ଲିଙ୍କ୍ ସମ୍ପାଦନା