ନିତ୍ୟା ମେହେରା ,  ଜଣେ ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ତଥା ଚିତ୍ରନାଟ୍ୟ ଲେଖିକା । ସେ ପ୍ରଥମେ ଟେଲିଭିଜନରେ ସହ - ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କଳା ପରେ ଫିଲ୍ମରେ ଉପନିର୍ଦ୍ଦେଶିକା ଭାବରେ ଆଙ୍ଗ ଲିଙ୍କ ଫିଲ୍ମ " life of Pi " ଓ ମୀରା ନାୟାରଙ୍କ " The Nameshake" , " The Reluctant Fundamentalist"  ଫିଲ୍ମରେ କାର୍ଯ୍ୟ କରିଥିଲେ । ତାଙ୍କର ପ୍ରଥମ ନିର୍ଦ୍ଦେଶିକା ଭାବରେ ଫିଲ୍ମ ଥିଲା " ବାର ବାର ଦେଖୋ " .[୧]

ନିତ୍ୟାଙ୍କ ଜନ୍ମ ପଞ୍ଜାବର ଅମୃତସରଠାରେ ହେଇଥିଲା । ତାଙ୍କ ମାଁ ଜଣେ ଫେସନ ଡିଜାଇନର ଥିଲେ । ନିତ୍ୟା ଦେହେରାଡୁନଠାରେ ଶିକ୍ଷା ଲାଭ କରିଥିଲେ । 

ଫିଲ୍ମୋଗ୍ରାଫି  ସମ୍ପାଦନା

  • The Namesake (2006, assistant director)
  • Don (2006, assistant director)
  • The Other End of the Line (2008, assistant director)
  • Little Zizou (2008, assistant director)
  • Life of Pi (2012, assistant director)
  • The Reluctant Fundamentalist (2012, assistant director)
  • Baar Baar Dekho (2016, director)

ଆଧାର  ସମ୍ପାଦନା

  1. "Baar Baar Dekho: The film is a person's life story from 18-60, says Ritesh Sidhwani".

ବାହାର ଲିଙ୍କ  ସମ୍ପାଦନା