ନିଣ୍ଟେଡାନିବ

ଏହା ଏକ ଔଷଧ ଯାହା ଇଡିଓପାଥିକ୍ ଫୁସଫୁସ ଫାଇବ୍ରୋସିସ ଏବଂ ଏକ ପ୍ରକାର ଅଣ-କୋଷିକା ଫୁସଫୁସ କର୍କଟର (NSCLC) ଚିକିତ୍ସା

ନିଣ୍ଟେଡାନିବ, ବେପାର ନାମ ଓଫେଭ ଏବଂ ଭାର୍ଗେଟ୍ଫ ଏକ ଔଷଧ ଯାହା ଇଡିଓପାଥିକ୍ ଫୁସଫୁସ ଫାଇବ୍ରୋସିସ ଏବଂ ଏକ ପ୍ରକାର ଅଣ-କୋଷିକା ଫୁସଫୁସ କର୍କଟର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] [୪] ଏହା ବିଶେଷ ଭାବରେ ଗମ୍ଭୀର ଆଡେନୋକାର୍କିନୋମା ରୋଗ ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]

ନିଣ୍ଟେଡାନିବ
Nintedanib
Nintedanib
Clinical data
Trade namesVargatef, Ofev
SynonymsNintedanib esylate, BIBF 1120
AHFS/Drugs.commonograph
MedlinePlusa615009
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Bioavailability4.7%
Protein binding97.8%
MetabolismEsterases, glucuronidation
Elimination half-life10–15 hrs
Excretion93% via faeces
Identifiers
  • Methyl (3Z)-3-{[(4-{methyl[(4-methylpiperazin-1-yl)acetyl]amino}phenyl)amino](phenyl)methylidene}-2-oxo-2,3-dihydro-1H-indole-6-carboxylate
ECHA InfoCard100.237.441 Edit this at Wikidata
Chemical and physical data
FormulaC31H33N5O4
Molar mass୫୩୯.୬୪ g·mol−1
3D model (JSmol)
  • CN1CCN(CC1)CC(=O)N(C)C2=CC=C(C=C2)N/C(=C\3/C4=C(C=C(C=C4)C(=O)OC)NC3=O)/C5=CC=CC=C5
  • InChI=1S/C31H33N5O4/c1-34-15-17-36(18-16-34)20-27(37)35(2)24-12-10-23(11-13-24)32-29(21-7-5-4-6-8-21)28-25-14-9-22(31(39)40-3)19-26(25)33-30(28)38/h4-14,19,32H,15-18,20H2,1-3H3,(H,33,38)/b29-28-
  • Key:XZXHXSATPCNXJR-ZIADKAODSA-N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ବାନ୍ତି, ଯକୃତ ପ୍ରଦାହ, ମୁଣ୍ଡବିନ୍ଧା ଏବଂ ତରଳ ଝାଡ଼ା ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ରକ୍ତସ୍ରାବ, ଆନିୟୁରିଜମ୍ ଏବଂ ଜଠରାନ୍ତ୍ର ଛିଦ୍ର ଅନ୍ତର୍ଭୁକ୍ତ ହୋଇପାରେ। [୪] [୫] ଗର୍ଭାବସ୍ଥାରେ ବ୍ୟବହାରକଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ଟାଇରୋସିନ୍-କାଇନେଜ ଇନହିବିଟର ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ବୃଦ୍ଧି ଫ୍ୟାକ୍ଟର୍ (VEGF), ଫାଇବ୍ରୋବ୍ଲାଷ୍ଟ ଅଭିବୃଦ୍ଧି ଫ୍ୟାକ୍ଟର୍ (FGF) ଏବଂ ପ୍ଲାଲେଟ୍ ଉତ୍ପାଦିତ ଅଭିବୃଦ୍ଧି କାରକ (PDGF)କୁ ଅବରୋଧ କରିଥାଏ ।[୨]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ନିଣ୍ଟେଡାନିବ ଅନୁମୋଦିତ ହୋଇଥିଲା ।[୨][୪] ଯୁକ୍ତରାଜ୍ୟରେ ଏହି ଔଷଧ ନିମନ୍ତେ ପ୍ରତି ମାସରେ ୨୦୨୧ ମସିହାରେ ୨,୨୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୫] ଯୁକ୍ତରାଷ୍ଟ୍ରରେ ସେହି ପରିମାଣର ଔଷଧ ପାଇଁ ପ୍ରତି ମାସରେ ୧୨,୦୦୦ ଡଲାର ଖର୍ଚ୍ଚ ହୁଏ ।[୬]

ଆଧାର ସମ୍ପାଦନା

  1. "Nintedanib (Ofev) Use During Pregnancy". Drugs.com. 16 September 2019. Archived from the original on 27 January 2021. Retrieved 9 March 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Vargatef EPAR". European Medicines Agency (EMA). 20 January 2020. Archived from the original on 9 August 2020. Retrieved 9 March 2020.
  3. "Ofev- nintedanib capsule". DailyMed. Archived from the original on 23 April 2021. Retrieved 22 April 2021.
  4. ୪.୦ ୪.୧ ୪.୨ ୪.୩ ୪.୪ "Nintedanib Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 13 November 2021.
  5. ୫.୦ ୫.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1037. ISBN 978-0857114105.
  6. "Ofev Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 August 2021. Retrieved 13 November 2021.