ନିଟାଜୋକ୍ସାନାଇଡ

ଏହା ଏକ ଔଷଧ ଯାହା ବିଭିନ୍ନ ଏକ କୋଷୀ ଜୀବ ପ୍ରୋଟୋଜୋଆ ଏବଂ ପରଜୀବୀ ପୋକମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

,

ନିଟାଜୋକ୍ସାନାଇଡ
Clinical data
Pronunciationnye" ta zox' a nide[]
Trade namesAlinia, Nizonide, others
AHFS/Drugs.commonograph
MedlinePlusa603017
data
Routes of
administration
By mouth
Legal status
Legal status
Pharmacokinetic data
Protein bindingNitazoxanide: ?
Tizoxanide: over 99%[][]
MetabolismRapidly hydrolyzed to tizoxanide[]
Metabolitestizoxanide[][]
tizoxanide glucuronide[][]
Elimination half-life3.5 hours[]
ExcretionKidney, bile duct, and fecal[]
Identifiers
  • [2-[(5-Nitro-1,3-thiazol-2-yl)carbamoyl]phenyl]ethanoate
ECHA InfoCard100.054.465 Edit this at Wikidata
Chemical and physical data
FormulaC12H9N3O5S
Molar mass୩୦୭.୨୮ g·mol−1
3D model (JSmol)
  • O=C(Nc1ncc(s1)[N+]([O-])=O)c2ccccc2OC(=O)C
  • InChI=1S/C12H9N3O5S/c1-7(16)20-9-5-3-2-4-8(9)11(17)14-12-13-6-10(21-12)15(18)19/h2-6H,1H3,(H,13,14,17) checkY
  • Key:YQNQNVDNTFHQSW-UHFFFAOYSA-N checkY
  (verify)

ନିଟାଜୋକ୍ସାନାଇଡ, ଅନ୍ୟମାନଙ୍କ ମଧ୍ୟରେ ଆଲିନିଆ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ବିଭିନ୍ନ ଏକ କୋଷୀ ଜୀବ ପ୍ରୋଟୋଜୋଆ ଏବଂ ପରଜୀବୀ ପୋକମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏଥିରେ କ୍ରିପ୍ଟୋସ୍ପୋରିଡିଓସିସ, ଜିଆର୍ଡିଆସିସ୍, ଆମିବାୟାସିସ୍, ଆଇସୋସ୍ପୋରିଆସିସ ଏବଂ କିଛି ଟେପୱର୍ମ, ଫ୍ଲାଟୱର୍ମ ବା ଫ୍ଲୁକ୍ ଏବଂ ଜିଆ ଅନ୍ତର୍ଭୁକ୍ତ। [] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, ମୁଣ୍ଡବିନ୍ଧା ଏବଂ ଅସ୍ୱାଭାବିକ ରଙ୍ଗର ପରିସ୍ରା ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [] ଏହା ଏକ ଥିଆଜୋଲାଇଡ୍ ଯାହା ପିରୁଭେଟ୍ ଫେରେଡୋକ୍ସିନ୍ ଅକ୍ସିଡୋରଡେକ୍ଟେଜ୍ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[]

୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ନିମନ୍ତେ ନିଟାଜୋକ୍ସାନାଇଡ ଅନୁମୋଦିତ ହୋଇଥିଲା ।[] ଏହାକୁ ୨୦୨୦ ମସିହାରେ ଜେନେରିକ୍ ଔଷଧ ଭାବରେ ଅନୁମୋଦନ କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରାର ୬ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୪୦ ଡଲାର ଥିଲା ।[] ଇନ୍‌ଫ୍ଲୁଏଞ୍ଜା ପାଇଁ ଏହାର ବ୍ୟବହାରକୁ ନେଇ ୨୦୨୧ ସୁଦ୍ଧା ଅନୁସନ୍ଧାନ ଜାରି ରହିଛି ।[]

  1. ୧.୦ ୧.୧ ୧.୨ "Nitazoxanide". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 13 November 2021. Retrieved 13 November 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Alinia- nitazoxanide tablet Alinia- nitazoxanide powder, for suspension". DailyMed. Archived from the original on 20 March 2021. Retrieved 13 February 2021.
  3. ୩.୦ ୩.୧ ୩.୨ Stockis A, Allemon AM, De Bruyn S, Gengler C (May 2002). "Nitazoxanide pharmacokinetics and tolerability in man using single ascending oral doses". Int J Clin Pharmacol Ther. 40 (5): 213–220. doi:10.5414/cpp40213. PMID 12051573.
  4. Nitazoxanide. National Center for Biotechnology Information. Archived from the original on 6 March 2016. Retrieved 3 January 2016. {{cite encyclopedia}}: |work= ignored (help)
  5. ୫.୦ ୫.୧ ୫.୨ ୫.୩ ୫.୪ "Nitazoxanide Monograph for Professionals". Drugs.com (in ଇଂରାଜୀ). Archived from the original on 5 August 2020. Retrieved 13 November 2021.
  6. "First Generic Drug Approvals". U.S. Food and Drug Administration (FDA). Archived from the original on 26 January 2021. Retrieved 13 February 2021.
  7. "Nitazoxanide Prices and Nitazoxanide Coupons - GoodRx". GoodRx. Archived from the original on 1 November 2016. Retrieved 13 November 2021.
  8. "Nitazoxanide". SPS - Specialist Pharmacy Service. 14 January 2016. Archived from the original on 13 November 2021. Retrieved 13 November 2021.