ନିକୁମ୍ଭ ଏକ ପୌରାଣିକ ହିନ୍ଦୁ ଦୈତ୍ୟ ଚରିତ୍ର ଓ ରାମାୟଣରେ ବର୍ଣ୍ଣିତ ଚରିତ୍ର କୁମ୍ଭକର୍ଣ୍ଣଙ୍କ ପୁତ୍ର ।[୧] ତାଙ୍କୁ ଧନର ଦେବତା କୁବେର ପିଶାଚଙ୍କ ଉପରେ ନଜର ରଖିବାକୁ କହିଥିଲେ । [୨][୩] ନୀଳମତ ପୁରାଣ ତାଙ୍କୁ ଜଣେ ଶକ୍ତିଶାଳୀ ଓ ମହାନ ପୁରୁଷ ଭାବରେ ବର୍ଣ୍ଣନା କରେ । ତାଙ୍କୁ ସମସ୍ତ ପିଶାଚଙ୍କ ଜଗୁଆଳି ବୋଲି କୁହାଯାଏ ।[୨]

ଆଧାର ସମ୍ପାଦନା

  1. C. Dutt, Romesh (1899). "Ramayana Book IX". The Ramayana and Mahabharata. Internet Sacred Text Archive. Retrieved 2007-01-22.
  2. ୨.୦ ୨.୧ "Verses 201-300". Nilamata Purana. Retrieved 2007-01-22.
  3. "Śrīmad Bhāgavatam 2.6.43-45". Bhaktivedanta VedaBase. Archived from the original on 2007-01-01. Retrieved 2007-01-22.