ନିକି ରୋମେରୋ
ନିକ୍ ରୋଟ୍ଟଭିଲ (ଜନ୍ମ ୬ ଜାନୁୟାରି ୧୯୮୯) ନିକି ରୋମେରୋ ଭାବରେ ଅଧିକ ଜଣାଶୁଣା । ସେ ଜଣେ ଡଚ୍ ଡିଜେ, ସଙ୍ଗୀତ ପ୍ରଯୋଜକ, ରିମିକ୍ସ ପ୍ରଯୋଜକ ଏବଂ ଜଣେ ସଙ୍ଗିତକାର । ସେ ତିଏସ୍ତୋ, ଫେଡ୍ଡେ ଲେ ଗ୍ରାଣ୍ଡ୍, ସାଣ୍ଡର ଭାନ ଡୁର୍ନ, ଡେଭିଡ୍ ଗ୍ୱେଟା, କାଲଭିନ୍ ହ୍ୟାରିସ୍, ଆର୍ମାଣ୍ଡ ଭାନ ହେଲଦେନ, ଆଭିସି ଏବଂ ହାର୍ଡୱେଲ ପରି ପ୍ରଖ୍ୟାତ ଡିଜେଙ୍କ ସହିତ କାମ କରିଛନ୍ତି । [୧] ସେ ଏବେ ବିଶ୍ୱରେ ୨୯ ନମ୍ବର ଡିଜେ ସ୍ଥାନରେ ଅଛନ୍ତି । ସେ ତାଙ୍କର ବିଖ୍ୟାତ ଗୀତ "ଟୋଲହାଉସ" ଏବଂ "ଆଇ କୁଡ୍ ବି ଦି ୱାନ"( ଆଭିସିଙ୍କ ସହିତ) ପାଇ ମଧ୍ୟ ଜଣା ଯାଆନ୍ତି ।
Nicky Romero | |
---|---|
Romero interviewed with VERY TV on 10 December 2014 | |
Background information | |
ଜନ୍ମ ସମୟରେ ନାମ | Nick Rotteveel |
ଜନ୍ମ | Amerongen, Netherlands | ୬ ଜାନୁଆରୀ ୧୯୮୯
ଶୈଳୀ | |
ପେଷା |
|
ବାଦ୍ୟଯନ୍ତ୍ର | |
କାର୍ଯ୍ୟକାଳ | 2007–present |
ଲେବଲ | |
ଅନ୍ୟ ଅଂଶଗ୍ରହଣ | |
ୱେବସାଇଟ | nickyromero |
ପୂର୍ବ ଜୀବନ
ସମ୍ପାଦନାନିକ୍ ରୋଟ୍ୱେଲ୍ ଆମେରୋନଗେନରେ ଜନ୍ମ ଗ୍ରହଣ କରିଥିଲେ। ସେ ବର୍ଷେ ପାଇଂ କିଙ୍ଗସ୍ଟନ୍, ଓଣ୍ଟାରିଓ ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ପଢ଼ା ସାରିବା ପାଇଁ ପୁଣିଥରେ ନେଦରଲ୍ୟାଣ୍ଡ୍ ଫେରି ଆସିଥିଲେ। ସେ ଫ୍ରାନସ୍ରେ ନିଜ ଶେଷ ସେମିସ୍ଟର୍ ଦେଇଥିଲେ । [୨]
ଆଧାର
ସମ୍ପାଦନା- ↑ Future Music. "In pictures: Nicky Romero and his suburban studio". MusicRadar. Retrieved 14 November 2013.
- ↑ Nicky Romero (2012). "Info". Nicky Romero. Nicky Romero. Retrieved 19 August 2012.