ନିଉ ମାର୍କେଟ , କଲିକତା

ଛାଞ୍ଚ:Infobox shopping mall

ନିଉ ମାର୍କେଟ , ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ରାଜଧାନୀ କଲିକତା ମେଟ୍ରୋ ସହରର ଏକ ବଜାର । ଏହା ଲିଣ୍ଡସେ ଷ୍ଟ୍ରିଟ ଅଞ୍ଚଳରେ ରହିଛି । ଯଦିଓ 'ନିଉ ମାର୍କେଟ ' ଏକ ଅବଦ୍ଧ ବଜାର , ସମଗ୍ର ବଜାରକୁ ଏବେ ନିଉ ମାର୍କେଟ ଭାବରେ ଖୁହା ଯାଇଥାଏ । .

History ସମ୍ପାଦନା

 
1905 ମସିହାରେ ସାର ଷ୍ଟୁଆର୍ଟ ହଗ ମାର୍କେଟ 
 
1945 ମସିହାରେ ନିଉ ମାର୍କେଟ 

କଲିକତାର ଏକ ଅଞ୍ଚଳକୁ ବ୍ରିଟିଶମାନେ ଦେଲହାଉସୀ ଛକ ନାମରେ ନାମିତ କରିଥିଲେ । ପରେ ଏହା ସହ ଧରମତାଳା , ଚୌରିଙ୍ଗି ଅଞ୍ଚଳ ମଧ୍ୟ ରହିଲା । 1850 ମସିହା ସୁଦ୍ଧା ବ୍ରିଟିଶମାନେ କଲିକତାରେ ବହୁ ସଂଖ୍ୟାରେ ବସବାସ କରୁଥିଲେ । ସେମାନେ ଭାରତୀୟ ସ୍ଥାନୀୟ ଲୋକଙ୍କ ସଙ୍ଗେ ବଜାର କରିବାକୁ ପସନ୍ଦ କରୁ ନଥିଲେ ।ଏହି ଭେଦ ଭାବ ଯୋଗୁଁ କଲିକତା କର୍ପୋରେସନ ବ୍ରିଟିଶ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବଜାର ବସେଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ଫଳରେ 1870 ମସିହାରେ 1.000 ଟଙ୍କା ଅଟାକଳରେ ଏହି ବଜାର ନିର୍ମାଣ ଆରମ୍ଭ ହେଇଥିଲା । 

ଜାନୁଆରୀ 1 ତାରିଖ , 1874ରେ ଏହି ବିଶାଳ ବଜାର ବ୍ରିଟିଶ ମାନଙ୍କ ପାଇଁ ଖୋଲା ହେଲା । ଏଠାରେ ପୁସ୍ତକ ଦୋକାନଠାରୁ ଜୋଟା ଦୋକାନ ଯାଏ ସବୁ ଖୋଲିଥିଲା । ଖୋଲିବାର 28 ବର୍ଷ ପରେ ଏହାକୁ କଲିକତା କର୍ପୋରେସନର ଚେୟାରମ୍ୟାନ ନାମାନୁସାରେ  ଷ୍ଟୁଆର୍ଟ ହଗ ମାର୍କେଟ ନାମ ଦିଆଗଲା ।[୧] 

[୧]Sir Stuart Hogg, then the Chairman of Calcutta Corporation, had shown tenacious support for the plans to build the New Market. So, 28 years later, on December 2, 1903, the market was officially named Sir Stuart Hogg Market and later shortened to Hogg Market.[୧] Bengali society, in the British era, called it Hogg Shaheber Bajaar, a name that is still in use, just as a painting of Sir Stuart Hogg still hangs in Calcutta Corporation’s portrait gallery. But the earliest provisional nickname, New Market, which remained in use throughout, proved to have the most sticking power.

ଖାଦ୍ୟ ଦ୍ରବ୍ୟ  ଷ୍ଟୋର  ସମ୍ପାଦନା

 
Bandel Cheese, Plain (White) & Brown (Smoked)

ପରେ ଏହି ମାର୍କେଟରେ ଅନେକ ନାମୀ କମ୍ପାନୀର ଖାଦ୍ୟ ଦ୍ରବ୍ୟର ଦୋକାନ ସବୁ ଖୋଲିଥିଲା । ସେ ମଧ୍ୟରୁ 1902ରେ ପ୍ରତିଷ୍ଠିତ ନହୌମ ଆଣ୍ଡ ସନ ଅନ୍ୟତମ ।[୨][୩]  

ଅଗ୍ନି ବିପତ୍ତି  ସମ୍ପାଦନା

ଡିସେମ୍ବର 13 , 18\985 ଓ 20 ଜୁଲାଇ 2011ରେ ଏହି ମାର୍କେଟରେ ଦୁଇଥର ଅଗ୍ନିକାଣ୍ଡ ହେଇଥିଲା । ପୁନର୍ବାର ମେ 2015ରେ ଆଉଥରେ ଅଗ୍ନି ବିପ୍ପାତ ହେଇଥିଲା .[୪] [୫]

ବାହାର ଲିଙ୍କ  ସମ୍ପାଦନା