ନାରୀ (୧୯୬୩ର ଚଳଚ୍ଚିତ୍ର)

୧୯୬୩ର କଥାଚିତ୍ର
(ନାରୀ (୧୯୬୩ର ସିନେମା)ରୁ ଲେଉଟି ଆସିଛି)

ନରେନ୍ଦ୍ର କୁମାର ମିତ୍ରବି. ତ୍ରିଲୋଚନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ନାରୀ [୧] ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା ।

ନାରୀ
ନିର୍ଦ୍ଦେଶକନରେନ୍ଦ୍ର କୁମାର ମିତ୍ର, ବି. ତ୍ରିଲୋଚନ
କଳାକାରଅନିମା, ଅଶୋକ, ଦୁର୍ଲଭ
ସଙ୍ଗୀତକାଳିଚରଣ ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୬୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୬୬ ହଜାର ଟଙ୍କା

ଅଭିନୟରେ ସମ୍ପାଦନା

ଓଡ଼ିଆ ଚଳଚ୍ଚିତ୍ର ‘ନାରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ପୁରସ୍କାର ସମ୍ପାଦନା

  • ୧୯୬୪ରେ ଏହି ଚଳଚ୍ଚିତ୍ର ରାଷ୍ଟ୍ରପତି ରୋପ୍ୟ ପଦକ ପୁରସ୍କାର ପାଇଥିଲା ।[୨]

ଆଧାର ସମ୍ପାଦନା

  1. ଇଣ୍ଟରନେଟ ମୁଭି ଡାଟାବେସରେ ନାରୀ
  2. *Ashok Palit. "Facts & Figure about National Award for Odia Film". Orissadiary.com. Retrieved Monday, June 27, 2011. {{cite news}}: Check date values in: |accessdate= (help)[permanent dead link]