ନାଫାଜୋଲିନ/ଫେନିରାମିନ
ନାଫାଜୋଲିନ/ଫେନିରାମିନ, ଏକ ବ୍ୟବସାୟୀକ ନାମ ନାଫକୋନ-ଏ, ବ୍ରାଣ୍ଡ ଏକ ଔଷଧ ମିଶ୍ରଣ ଯାହା ହେ ଫିଭର ଭଳି କଞ୍ଜକ୍ଟାଇଭା ଆଲର୍ଜି ରୋଗରେ ଲକ୍ଷଣମାନଙ୍କୁ କମ୍ କରିବାରେ ସାହାଯ୍ୟ କରିଥାଏ | [୨] ଏଥିରେ ନାଫାଜୋଲିନ ଓ ଫେନିରାମିନ ଥାଏ | [୩] [୧] ଏହା ଆଖିରେ ବୁନ୍ଦା ଭାବରେ ବ୍ୟବହୃତ ହୁଏ | [୪] ତିନି ଦିନରୁ ଅଧିକ ସମୟ ପାଇଁ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୫]
Combination of | |
---|---|
Pheniramine | Antihistamine |
Clinical data | |
Trade names | Naphcon-A, Opcon-A, Visine-A, others |
AHFS/Drugs.com | Multum Consumer Information |
Pregnancy category | |
Routes of administration | Eye drop |
Legal status | |
Legal status |
|
Identifiers | |
CAS Number |
ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଆଖି ଯନ୍ତ୍ରଣା, ଏବଂ ପ୍ୟୁପିଲ ବିସ୍ତାର ହୋଇପାରେ | [୨] [୬] [୫] ଗର୍ଭାବସ୍ଥାରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [୧] ରକ୍ତନଳୀ ସଙ୍କୋଚନ କରିବାରେ ନାଫାଜୋଲିନ ସାହାଯ୍ୟ କରେ ଓ ହିଷ୍ଟାମିନ ପ୍ରଭାବକୁ ଫେନିରାମିନ ଅବରୋଧ କରିବାଦ୍ୱାରା ଗଲୁ କମିଯାଏ । [୪]
ଯୁକ୍ତରାଷ୍ଟ୍ରରେ ଏହି ଔଷଧ ମିଶ୍ରଣକୁ ୧୯୯୪ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା | [୭] [୮] [୧] ଏହା ଏକ ସାଧାରଣ ଔଷଧ ଓ ବିନା ପ୍ରେସକ୍ରିପସନରେ ମିଳେ । [୯] [୧୦] [୨] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୨୦୩ ତମ ସାଧାରଣ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ ରହିଥିଲା। [୧୧] [୧୦]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Naphazoline and pheniramine ophthalmic Uses, Side Effects & Warnings". Drugs.com (in ଇଂରାଜୀ). Retrieved 19 April 2019.
- ↑ ୨.୦ ୨.୧ ୨.୨ "Naphcon A- naphazoline hydrochloride and pheniramine maleate solution/ drops". DailyMed. 16 September 2019. Retrieved 10 August 2020.
- ↑ "Naphcon A- naphazoline hydrochloride and pheniramine maleate solution/ drops". DailyMed. 16 September 2019. Retrieved 10 August 2020.
- ↑ ୪.୦ ୪.୧ "Naphazoline and pheniramine ophthalmic Uses, Side Effects & Warnings". Drugs.com (in ଇଂରାଜୀ). Retrieved 19 April 2019.
- ↑ ୫.୦ ୫.୧ Kizior, Robert J.; Hodgson, Barbara B. (2014). Saunders Nursing Drug Handbook 2015 - E-Book. Elsevier Health Sciences. p. 163. ISBN 9780323280181.
- ↑ "Naphazoline/pheniramine ophthalmic Side Effects in Detail". Drugs.com. Retrieved 19 April 2019.
- ↑ "Naphcon-A: FDA-Approved Drugs". U.S. Food and Drug Administration (FDA). Retrieved 19 April 2020.
- ↑ "Naphazoline Hydrochloride; Pheniramine Maleate - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.
- ↑ "Naphcon-A: FDA-Approved Drugs". U.S. Food and Drug Administration (FDA). Retrieved 19 April 2020.
- ↑ ୧୦.୦ ୧୦.୧ "Naphazoline Hydrochloride; Pheniramine Maleate - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.
- ↑ "The Top 300 of 2020". ClinCalc. Retrieved 11 April 2020.