ନାନାବାୟା ଗୀତ
ନାନାବାୟା ଗୀତ ଓଡ଼ିଶାର ପୁରପଲ୍ଲୀରେ ବୋଲାଯାଉଥିବା ଏକ ପ୍ରକାରର ଲୋକ ଗୀତ ଯାହା ମାଆମାନଙ୍କଦ୍ୱାରା ଶିଶୁମାନଙ୍କ ପାଇଁ ବୋଲାଯାଇଥାଏ ।
ପଦାବଳୀ
ସମ୍ପାଦନାଧୋରେ ବାଇଆ ଧୋ
ଯେଉଁ କିଆରିରେ ଗହଳ ମଣ୍ଡିଆ
ସେଇ କିଆରିରେ ସୋ
ବାପା ଯାଇଛନ୍ତି ଅଲଣା ହାଟ କୁ
ଆଣିଦେବେ ଖିଲିକାତି
କୋକୋମିନା ଆସି କାନ କାଟିଦବ
ସୋଇପଡ ବାଇଆ ହାତୀ।
ଆଧାର
ସମ୍ପାଦନା- ↑ Peter Hunt (2 September 2003). International Companion Encyclopedia of Children's Literature. Routledge. pp. 804–. ISBN 978-1-134-87993-9.
ଉଇକିମିଡ଼ିଆ କମନ୍ସରେ Nanabaya gita
ବାବଦରେ ମାଧ୍ୟମ ରହିଛି ।