ନାନାବାୟା ଗୀତ ଓଡ଼ିଶାର ପୁରପଲ୍ଲୀରେ ବୋଲାଯାଉଥିବା ଏକ ପ୍ରକାରର ଲୋକ ଗୀତ ଯାହା ମାଆମାନଙ୍କଦ୍ୱାରା ଶିଶୁମାନଙ୍କ ପାଇଁ ବୋଲାଯାଇଥାଏ ।

ପଦାବଳୀ ସମ୍ପାଦନା

ଧୋରେ ବାଇଆ ଧୋ

ଧୋରେ ବାଇଆ ଧୋ
ଯେଉଁ କିଆରିରେ ଗହଳ ମଣ୍ଡିଆ
ସେଇ କିଆରିରେ ସୋ
ବାପା ଯାଇଛନ୍ତି ଅଲଣା ହାଟ କୁ
ଆଣିଦେବେ ଖିଲିକାତି
କୋକୋମିନା ଆସି କାନ କାଟିଦବ
ସୋଇପଡ ବାଇଆ ହାତୀ।

ଆଧାର ସମ୍ପାଦନା

  1. Peter Hunt (2 September 2003). International Companion Encyclopedia of Children's Literature. Routledge. pp. 804–. ISBN 978-1-134-87993-9.