ନାଥୁ ଧୋବି

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ଅମର ଶହୀଦ ନାଥୁ ଧୋବି ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏକି ମୁଖ୍ୟତଃ ନାଥୁ ଧୋବି ନାମରେ ଜଣାଶୁଣା । ୧୯୧୯ ମସିହାରେ ଘଟିଥିବା ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡରେ ସେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[][]

ନାଥୁ ଧୋବି
ଜନ୍ମ
ପଞ୍ଜାବ ରାଜ୍ୟ, ବ୍ରିଟିଶ ଭାରତ
ଆନ୍ଦୋଳନଭାରତୀୟ ସ୍ୱାଧୀନତା ଆନ୍ଦୋଳନ
  1. Badri Narayan, ed. (2006). Women Heroes and Dalit Assertion in North India. Sage Publication. p. 102. ISBN 9780761935377.
  2. Arunkumar,Sanjaykumar, ed. (2005). Volume 1 of Dalit Studies. Deshkal Publication. p. 57. ISBN 9788190286503.