ନାଟାଲିଆ ଲାଫୌରସେଦ

ମାରିଆ ନାଟାଲିଆ ଲାଫୌରସେଦ ସିଲ୍ଭା (ସ୍ପେନୀୟ ଉଚ୍ଚାରଣ: [maˈɾi.a naˈtalja lafouɾˈkaðe ˈsilβa]; ଜନ୍ମ ୨୬ ଫେବୃଆରୀ ୧୯୮୪) ଜଣେ ମେକ୍ସିକା ପ‌ପ୍-ରକ୍ ଗିତ ଗାୟକ ଓ ଗିତିକାର ଅଟନ୍ତି । ୨୦୦୩ରୁ ନିଜ ସଙ୍ଗିତ ଜୀବନ ଆରମ୍ଭ କରିଥିବା ମାରିଆ ବର୍ତ୍ତମାନ ଯାଏଁ ଲାଟିନ ଆମେରିକାର ପ୍ରସିଦ୍ଧ ପ‌ପ୍ ଗାୟକଙ୍କ ମଧ୍ୟରୁ ଜଣେ ।

ମାରିଆ ଲାଫୌରସେଦ
ମାରିଆ ୨୦୧୪ରେ
Background information
ଜନ୍ମ ସମୟରେ ନାମମାରିଆ ନାଟାଲିଆ ଲାଫୌରସେଦ ସିଲ୍ଭା
ଜନ୍ମ (1984-02-26) ୨୬ ଫେବୃଆରୀ ୧୯୮୪ (ବୟସ ୪୦)
ମେକ୍ସିକୋ ସ‌ହର, ମେକ୍ସିକୋ
ଜନ୍ମସ୍ଥାନକୋଟପେକ, ମେକ୍ସିକୋ
ଶୈଳୀ
ପେଷାଗାୟକ, ଗିତିକାର
କାର୍ଯ୍ୟକାଳ୧୯୯୮–ବର୍ତ୍ତମାନ ଯାଏଁ
ଲେବଲSony-BMG
ଅନ୍ୟ ଅଂଶଗ୍ରହଣNatalia y La Forquetina, Los Macorinos
ୱେବସାଇଟlafourcade.com.mx

ପ୍ରାରମ୍ଭିକ ଜୀବନ ଓ କ୍ୟାରିଅର ସମ୍ପାଦନା

ମାରିଆଙ୍କ ଜନ୍ମ ମେକ୍ସିକୋମେକ୍ସିକୋ ସହରଠାରେ ହେଇଥିଲା । ତାଙ୍କ ବାପା ଚିଲେର ଜଣେ ସଙ୍ଗିତଜ୍ଞ ଓ ମାଆ ପିଆନୋ ବାଦକ ।

ସେ ଏକ କ୍ୟାଥୋଲିକ ବିଦ୍ୟାଳୟରେ ନିଜ ଶିକ୍ଷ୍ୟା ଜୀବନ ଆରମ୍ଭ କରିଥିଲେ। \

ଆଧାର ସମ୍ପାଦନା