ନାଟାମାଇସିନ
ନାଟାମାଇସିନ ଅନ୍ୟ ନାମ ପିମାରିସିନ (ଇଂରାଜୀ ଭାଷାରେ Natamycin/ pimaricin) ଏକ କବକ ବିରୋଧୀ (antifungal medication) ଔଷଧ ଯାହା କବକ ସଂକ୍ରମଣର (fungal infections) ଚିକିତ୍ସାରେ ଦିଆଯାଏ ।[୧][୨] ଆଖି ପତା, (eyelids), ନେତ୍ରାବରଣ ଓ କର୍ନିଆ (cornea) ଇତ୍ୟାଦିର କବକ ସଂକ୍ରମଣରେ ଏହା ଦିଆଯାଏ ।[୧] ଆଖି ଡ୍ରପ eyedrops ଆକାରରେ ପକାଯାଏ ।[୧] ସଂରକ୍ଷଣକାରୀ (preservative) ଭାବରେ ନାଟାମାଇସିନ ଖାଦ୍ୟ କାରଖାନାରେ ବ୍ୟବହାର କରାଯାଏ ।[୨]
Clinical data | |
---|---|
Trade names | Natacyn, others |
AHFS/Drugs.com | monograph |
Routes of administration | Eye drops[୧] |
ATC code | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
E number | E235 (preservatives) |
ECHA InfoCard | 100.028.803 |
Chemical and physical data | |
Formula | C33H47NO13 |
Molar mass | 665.725 g/mol |
3D model (JSmol) | |
Density | 1.35 g/ml g/cm3 |
Melting point | Darkens at ±200 °C with vigorous decomposition at 280-300 °C |
Solubility in water | 0.39 mg/ml |
| |
|
ଆଲର୍ଜି ପ୍ରତିକ୍ରିୟା (Allergic reactions ହୋଇପାରେ ।[୧] It is unclear if medical use during ଗର୍ଭାବସ୍ଥା ଓ ସ୍ତନ୍ୟପାନ en:breastfeeding ସମୟରେ ଏହା ନିରାପଦ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ ।[୧] ଏହା ମାକ୍ରୋଲାଇଡ (macrolide) ଓ ପୋଲିନ ଆଣ୍ଟିମାଇକୋଟକ (polyene) ଶ୍ରେଣୀର ଏକ ଔଷଧ । [୧] କୋଷ ପରଦା (cell membrane) ପରିବର୍ତ୍ତନ କରି ଏହା ଫଙ୍ଗିସାଇଡ (କବକ) ମୃତ୍ୟୁ କରାଏ ।[୧]
ସନ ୧୯୫୫ରେ ନାଟାମାଇସିନ ଆବିଷ୍କୃତ ଓ ସନ ୧୯୭୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧][୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫ ମି:ଲି: ବୋତଲର କ୍ରୟ ମୂଲ୍ୟ ୯୨.୯୦ରୁ ୧୨୬.୭୨ ଆମେରିକୀୟ ଡଲାର ।[୪] ସ୍ଟ୍ରପ୍ଟୋମାଇସେସ ନାଟାଲିଏନସିସ (Streptomyces natalensis) ଜୀବାଣୁର ଫରମେଣ୍ଟେସନ fermentation କରି ଏହି ଔଷଧ ପ୍ରସ୍ତୁତ କରାଯାଏ ।[୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Natamycin". The American Society of Health-System Pharmacists. Retrieved 8 December 2017.
- ↑ ୨.୦ ୨.୧ ୨.୨ Branen, A. Larry; Davidson, P. Michael; Salminen, Seppo; Thorngate, John (2001). Food Additives (in ଇଂରାଜୀ). CRC Press. pp. 599–600. ISBN 9780824741709.
- ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ "Single Drug Information". International Medical Products Price Guide. Archived from the original on 10 December 2017. Retrieved 9 December 2017.