ନାଗଦଶକ , ଖ୍ରୀଷ୍ଟପୂର୍ବ 437 ମସିହାରୁ ଖ୍ରୀଷ୍ଟପୂର୍ବ 413 ମସିହା ଯାଏ ମଗଧ ରାଜ୍ୟର ରାଜା ଥିଲେ । ସେ ମୁଣ୍ଡା ରାଜାଙ୍କ ପୁତ୍ର ଥିଲେ ସେ ତାଙ୍କ ନିଜ ପିତାଙ୍କୁ ହତ୍ୟା କରି 24 ବର୍ଷ କାଳ ଶାସନ କରିଥିଲେ । ରାଜ୍ୟର ଲୋକମାନେ ତାଙ୍କୁ ଗାଡୀ ଚ୍ୟୁତ କରି ଶ୍ରୀଶ୍ରୁଙ୍ଗଙ୍କୁ ତାଙ୍କ ସ୍ଥାନରେ ଗାଦି ପ୍ରଦାନ କରିଥିଲେ ।  [୧]

ନାଗଦଶକ
Last Haryanka King
ଶାସନକାଳ c. 437 – c. 413 BCE (24 years)
ପୂର୍ବାଧିକାରୀ Munda
ଉତ୍ତରାଧିକାରୀ Shishunaga (who founded Shishunaga dynasty)
ବାପା Munda

ଆଧାର  ସମ୍ପାଦନା

  1. Hazra, Kanai Lal (1984), Royal patronage of Buddhism in ancient India, D.K. Publications, p. 39, OCLC 10590550