ନାଇଟ୍ରୋଫୁରାଣ୍ଟଏନ
ନାଇଟ୍ରୋଫୁରାଣ୍ଟଏନ, (ଯାହାର ଏକ ବ୍ୟବସାୟୀକ ନାମ ମାକ୍ରୋବିଡ) ଏକ ଆଣ୍ଟିବାୟୋଟିକ ଯାହା ମୂତ୍ରାଶୟ ସଂକ୍ରମଣରେ ବ୍ୟବହାର କରାଯାଏ । [୧] ଏହା ବୃକ୍କ ସଂକ୍ରମଣରେ କାମ କରେନି । ପାଟିରେ ଏହା ଖାଇବାକୁ ଦିଆଯାଏ । [୧]
Clinical data | |
---|---|
Trade names | Macrobid, Macrodantin and others |
AHFS/Drugs.com | monograph |
MedlinePlus | a682291 |
Pregnancy category | |
Routes of administration | by mouth |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 40% |
Metabolism | liver (75%) |
Elimination half-life | 20 minutes |
Excretion | urine and bile |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.587 |
Chemical and physical data | |
Formula | C8H6N4O5 |
Molar mass | 238.16 |
3D model (JSmol) | |
Melting point | 270 to 272 °C (518 to 522 °F) (decomp.) |
| |
| |
(what is this?) (verify) |
ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ଅରୁଚି, ତରଳ ଝାଡ଼ା ଓ ମୁଣ୍ଡବଥା ଅଧିକ ଦେଖାଯାଏ । କାଲୁଆ ଲାଗିବା, ଫୁସ୍ଫୁସ୍ ସମସ୍ୟା ଓ ଯକୃତ ସମସ୍ୟା ଇତ୍ୟାଦି କ୍ୱଚିତ ଦେଖାଯାଏ । ବୃକ୍କ ରୋଗ ଥିବା ଲୋକକୁ ଏହା ଦେବା ଉଚିତ ନୁହେଁ ।[୧] ଗର୍ଭାବସ୍ଥାରେ ଏହା ନିରାପଦ ଲାଗୁଥିଲେ ମଧ୍ୟ ପ୍ରସବ ସମୟ ପାଖେଇ ଆସିଲେ ଦିଆଯାଏ ନାହିଁ । [୧][୨] ଏହା ଜୀବାଣୁର ମୃତ୍ୟୁ ନ କରି ତାହାର ବୃଦ୍ଧି କମେଇ ଦିଏ । [୧]
ନାଇଟ୍ରୋଫୁରାଣ୍ଟଏନ ସନ ୧୯୩୫ରେ ପ୍ରଥମେ ବିକ୍ରୟ ହେଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [୧] ଗୋଟିଏ ଡୋଜ ପିଛା ଏହାର ହୋଲସେଲ ମୂଲ୍ୟ ପ୍ରାୟ 0.00୫ରୁ 0.୪୬ ଆମେରିକୀୟ ଡଲାର । [୫] ଆମେରିକାରେ ଏହାର ଦଶ ଦିନ ବ୍ୟବହାରର ଖର୍ଚ୍ଚ ୬୦ ଆମେରିକୀୟ ଡଲାର । [୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Nitrofurantoin". The American Society of Health-System Pharmacists. Retrieved Aug 1, 2015.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ Blass, Benjamin (2015). Basic Principles of Drug Discovery and Development. Elsevier. p. 511. ISBN 9780124115255.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Nitrofurantoin". International Drug Price Indicator Guide. Archived from the original on 5 March 2017. Retrieved 31 August 2015.