ନର୍ମଦା ଏକ୍ସପ୍ରେସ
ନର୍ମଦା ଏକ୍ସପ୍ରେସ (इंद10
Indore Bilaspur Narmada Express mannai Express र - बिलासपुर नर्मदा एक्सप्रेस / اندور - بيلاسبور نارمادا إكسبرس)ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶର ଇନ୍ଦୋର ଜଙ୍କସନରୁ ଛତିଶଗଦ ରାଜ୍ୟର ବିଳାସପୁର ଜଙ୍କସନ ମଧ୍ୟରେ ଦୈନିକ ଚଳାଚଳ କରୁଥିବା ଏକ ଟ୍ରେଳ । କେନ୍ଦ୍ର ଭାରତର ମୁଖ୍ୟ ନଦୀ ନର୍ମଦା ନଦୀର ନାମାନୁସାରେ ଏହି ଟ୍ରେନର ନାମକରଣ ହେଇଛି।
ନମ୍ବର
ସମ୍ପାଦନାଟ୍ରେନକୁ ଦିଅ ଯାଇଥିବା ନମ୍ବର ଏହି ପ୍ରକାର
- 18233 - ଇନ୍ଦୋରରୁ ବିଲାସପୁର
- 18234 - ବିଳାସପୁରରୁ ଇନ୍ଦୋର
ରହଣି ଓ ଯାତ୍ରାପଥ
ସମ୍ପାଦନାଏହି ଟ୍ରେନ ଉଜ୍ଜୟନ , ଇତରସି , ଜବଲପୁର , ଅନୁପୁର ପରି ମୁଖ୍ୟ ସହର ଦେଇ ଯାଇଥାଏ ।
କୋଚ
ସମ୍ପାଦନାଏହି ଟ୍ରେନରେ ସାଧାରଣତଃ 23 କୋଚ ରହେ ଯାହା ମଧ୍ୟରେ ପ୍ରଥମ ଶ୍ରେଣୀ AC 1ଟି , ଦ୍ୱିତୀୟ ଶ୍ରେଣୀ AC1ଟି , AC II ଟାଇର 2ଟି , AC 3 ଟାଇର 2ଟି ସହ 11ଟି ସ୍ଳିପର କୋଚ ଓ 4ଟି ସାଧାରଣ ବଗି ଥାଏ । ଏହି ଟ୍ରେନ ଦରକାର ମୁତବକ ବଗି ସଂଖ୍ୟା ବୃଦ୍ଧି କରାଯାଇଥାଏ ।
ଗତି
ସମ୍ପାଦନାଟ୍ରେନର ହାରାହାରି ବେଗ 40 କିଲୋମିଟର ଘଣ୍ଟା ପ୍ରତି । ଏହା ପ୍ରତିଦିନ ଚଳାଚଳ କରେ ।
ପୁନଶ୍ଚ ଦେଖଣା
ସମ୍ପାଦନା- Bhopal - Bilaspur Express