ନର୍ମଦା ଏକ୍ସପ୍ରେସ

ନର୍ମଦା ଏକ୍ସପ୍ରେସ (इंद10

Narmada Express (Indore - Bilaspur) Route map
Indore - Bilaspur Narmada Express at Indore Junction

Indore Bilaspur Narmada Express mannai Express र - बिलासपुर नर्मदा एक्सप्रेस / اندور - بيلاسبور نارمادا إكسبرس)ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶର ଇନ୍ଦୋର ଜଙ୍କସନରୁ ଛତିଶଗଦ ରାଜ୍ୟର ବିଳାସପୁର ଜଙ୍କସନ ମଧ୍ୟରେ ଦୈନିକ ଚଳାଚଳ କରୁଥିବା ଏକ ଟ୍ରେଳ । କେନ୍ଦ୍ର ଭାରତର ମୁଖ୍ୟ ନଦୀ ନର୍ମଦା ନଦୀର ନାମାନୁସାରେ ଏହି ଟ୍ରେନର ନାମକରଣ ହେଇଛି। 

ନମ୍ବର  ସମ୍ପାଦନା

 

ଟ୍ରେନକୁ ଦିଅ ଯାଇଥିବା ନମ୍ବର ଏହି ପ୍ରକାର 

  • 18233 - ଇନ୍ଦୋରରୁ ବିଲାସପୁର 
  • 18234 - ବିଳାସପୁରରୁ ଇନ୍ଦୋର 
 
ନିର୍ଗମନ ସ୍ଥଳୀରେ ନର୍ମଦା ଏକ୍ସପ୍ରେସ

ରହଣି ଓ ଯାତ୍ରାପଥ  ସମ୍ପାଦନା

 
ଷ୍ଟେସନରେ ନର୍ମଦା  ଏକ୍ସପ୍ରେସ 

ଏହି ଟ୍ରେନ   ଉଜ୍ଜୟନ , ଇତରସି , ଜବଲପୁର , ଅନୁପୁର ପରି ମୁଖ୍ୟ ସହର ଦେଇ ଯାଇଥାଏ । 

କୋଚ  ସମ୍ପାଦନା

 
An AC I TIER Coach of Narmada Express

ଏହି ଟ୍ରେନରେ ସାଧାରଣତଃ 23 କୋଚ ରହେ ଯାହା ମଧ୍ୟରେ ପ୍ରଥମ ଶ୍ରେଣୀ AC 1ଟି , ଦ୍ୱିତୀୟ ଶ୍ରେଣୀ AC1ଟି , AC II ଟାଇର 2ଟି , AC 3 ଟାଇର 2ଟି ସହ 11ଟି ସ୍ଳିପର କୋଚ ଓ 4ଟି ସାଧାରଣ ବଗି ଥାଏ । ଏହି ଟ୍ରେନ ଦରକାର ମୁତବକ ବଗି ସଂଖ୍ୟା ବୃଦ୍ଧି କରାଯାଇଥାଏ । 

ଗତି  ସମ୍ପାଦନା

ଫାଇଲ:Narmada Nameplate.jpg
Narmada Express name plate

ଟ୍ରେନର ହାରାହାରି ବେଗ 40 କିଲୋମିଟର ଘଣ୍ଟା ପ୍ରତି । ଏହା ପ୍ରତିଦିନ ଚଳାଚଳ କରେ । 

ପୁନଶ୍ଚ ଦେଖଣା  ସମ୍ପାଦନା

  • Bhopal - Bilaspur Express

ଆଧାର  ସମ୍ପାଦନା