ନରସିଂହ ସେଣ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ନରସିଂହ ସେଣ ଷୋଡଶ ଶତାବ୍ଦୀର ଅନ୍ୟତମ କବି | ପରିମଳ କାବ୍ୟ ତାଙ୍କର ଶ୍ରେଷ୍ଠ କୃତି | ଏହା ବ୍ୟତୀତ ସେ ଢେଗ ମାଳିକ ନାମରେ ଏକ କ୍ଷୁଦ୍ର ମାଳିକା ରଚନା କରିଥିବାର ଜଣାଯାଏ । ନରସିଂହ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜସଭାର ପଣ୍ଡିତ ଥିଲେ । ତାଙ୍କ ପିତାଙ୍କ ନାମ ତପନ ସେଣ ଏବଂ ପିତାମହ ଉମାପତି | ନରସିଂହଙ୍କ ପୁତ୍ର ବିଶ୍ୱନାଥ ପଥ୍ୟାପଥ୍ୟବିନିଶ୍ଚୟ ନାମକ ଏକ ଆୟୁର୍ବେଦ ଗ୍ରନ୍ଥ ସଂସ୍କୃତରେ ଲେଖିଥିଲେ |[୧]

ନରସିଂହ ସେଣ
Born୧୬ଶ ଶତାବ୍ଦୀ
Occupationପୌରାଣିକ କବି
Notable workପରିମଳା କାବ୍ୟ,ଗୋପକେଳି,ଅଜବିଳାପ ଚଉତିଶା,ଢଗ ମୁକୁତାବଳୀ,ଢଗମାଳା

ଆଧାର ସମ୍ପାଦନା

  1. ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଓଡ଼ିଆ ସାହିତ୍ୟର ଇତିହାସ,ଡକ୍ଟର ସୁରେନ୍ଦ୍ର କୁମାର ମହାରଣା