ନରସିଂହଗଡ ରାଜ୍ୟ[୧] ଏକ ବ୍ରିଟିଶ ସାସାଇଟ ଭାରତୀୟ ରାଜକୀୟ ରାଜ୍ୟ । ଏହା ରାଜଗଡ ରାଜ୍ୟ ସହ ସମକାଳୀନ ଭାବେ ସ୍ଥାପିତ ହୋଇଥିଲା । ବ୍ରିଟିଶ ରାଜୁତି ସମୟରେ ଏହା ଭୋପାଲ ଏଜେନ୍ସି ଅଧୀନରେ ରାଜପୁତ ରାଜାମାନଙ୍କଦ୍ୱାରା ଶାସିତ ହଉଥିଲା । ଏହି ରାଜ୍ୟର ଆୟତନ 1920 ବର୍ଗ କିଲୋମିଟର ଥିଲା ଓ 1901 ମସିହାର ଜନଗଣନାରେ ଏହାର ଲୋକ ସଂଖ୍ୟା 38,052 ଥିଲା । ଏହାର ରାଜଧାନୀ ନରସିଂହଗଡ ସହର ଥିଲା । [୧]

ନରସିଂହଗଡ ରାଜ୍ୟ
नर्सिन्घ्गढ़ रियासत
Princely State
1681–1948
Flag Coat of arms
Flag Coat of arms
Location of Narsinghgarh
Location of Narsinghgarh
Narsinghgarh State in the Imperial Gazetteer of India
History
 •  Established 1681
 •  Accession to the Union of India 1948
Area
 •  1948 ୧,୯୨୦ km2 (୭୪୧ sq mi)
Population
 •  1948 ୧,୪୦,୦୦୦ 
Density ୭୨.୯ /km2  (୧୮୮.୯ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
ନରସିଂହଗଡ ଦୁର୍ଗ , ଏହା ନରସିଂହଗଡ ରାଜାଙ୍କ ନିବାସ ଭାବେ 1962 ମସିହା ଯାଇ ବ୍ୟବହାର ହଉଥିଲା । 


ଇତିହାସ  ସମ୍ପାଦନା

ହିନ୍ଦୁ ରାଜପୁତ ବଂଶର ରାଜାଙ୍କଦ୍ୱାରା 1681 ମସିହାରେ ସ୍ଥାପିତ ହେଇଥିବା ଏକ ରାଜ୍ୟ ରାଜାଙ୍କ ଦୁଇ ପୁତ୍ରଙ୍କ ମଧ୍ୟରେ ଭାଗ କରିବାକୁ ରାୟଗଡ ଓ ନରସିଂହଗଡ ରାଜ୍ୟ ସ୍ଥାପନ ହେଇଥିଲା । ଏହି ରାଜ୍ୟ ବଂଶଗତ ଜାଗିର ହିସାବରେ ହୋଲକାର ରାଜ୍ୟର ଶାସକ ମାନଙ୍କ ଅଧୀନରେ ଥିଲା । ମାତ୍ର 1872ରେ ନରସିଂହଗଡ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । [୨][୩]

1948 ମସିହାରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ ହେଇ ବର୍ତ୍ତମାନ ମଧ୍ୟପ୍ରଦେଶର ଅଂଶ ହେଇ ରହିଛି । 

ଶାସକ  ସମ୍ପାଦନା

ନରସିଂହଗଡର ଶାସକମାନେ ରାଜା ଉପାଧି ସହ ବ୍ରିଟିଶ ମାନଙ୍କଦ୍ୱାରା 11-ତୋପ ସମ୍ମାନର ଅଧିକାରୀ ଥିଲେ । .[୪]

ରାଜା ସବୁ  ସମ୍ପାଦନା

  • 1872 - Mar 1873 ହନବନ୍ତ ସିଂହ
  • 1873 - Apr 1890 ପ୍ରତାପ ସିଂହ
  • 28 Jun 1890 - 1896 ମହତାବ ସିଂହ
  • 1896 - 22 Apr 1924 ଅର୍ଜୁନ ସିଂହ
  • 23 Apr 1924 - 15 Aug 1947 ବିକ୍ରମ ସିଂହ

ଆଧାର  ସମ୍ପାଦନା