ନବିନା ବୋଲେ
ଭାରତୀୟ ଅଭିନେତ୍ରୀ
ନବିନା ବୋଲେ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ମିଲେ ଜବ ହମ୍ ତୁମ୍ (୨୦୦୮) ଧାରାବାହିକରେ ଦିବ୍ୟା ଭୂଷଣ, ଜୀନି ଔର୍ ଜୁଜୁ (୨୦୧୪) ଧାରାବାହିକରେ ପ୍ରିୟା ଓ ଇସ୍କବାଜ୍ (୨୦୧୬) ଧାରାବାହିକରେ ଟିଆ ଭୂମିକା ପାଇଁ ସେ ଜଣାଶୁଣା ।
ନବିନା ବୋଲେ | |
---|---|
ଜନ୍ମ | ମୁମ୍ବାଇ, ଭାରତ | ୩୦ ଅକ୍ଟୋବର ୧୯୮୩
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ
|
ବୈବାହିକ-ସାଥୀ |
କରଣ ଜିତ (m. ୨୦୧୭) |
ସନ୍ତାନ | ୧ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ଅଭିନେତା-ପ୍ରଯୋଜକ କରଣ ଜିତଙ୍କୁ ୨୦୧୭ ମସିହାରେ ବିବାହ କରିଛନ୍ତି । ତାଙ୍କର ଜଣେ କନ୍ୟା ସନ୍ତାନ ଅଛି ।[୧]
ଅଭିନୟ ଜୀବନ
ସମ୍ପାଦନାଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୮ | ସି.ଆଇ.ଡି. | ବିଭିନ୍ନ ଚରିତ୍ର | |
୨୦୦୧ | ଶଃ... ଫିର୍ କୋଇ ହୈ | ଅଧ୍ୟାୟ ୧୯: କମରା ନଂ ୧୩ | |
୨୦୦୬ | ସୋଲାଃ ଶିଙ୍ଗାର୍ | ||
୨୦୦୭ | ସପ୍ନା ବାବୁଲ୍ କା... ବିଦାଇ | ||
୨୦୦୮ | ଭାଗୋ କେକେ ଆୟା | ||
୨୦୦୮ | ମିଲେ ଜବ୍ ହମ୍ ତୁମ୍ | ଦିବ୍ୟା ଭୂଷଣ | |
୨୦୦୯ | ୟାହାଃ ମେଁ ଘର୍ ଘର୍ ଖେଲି | କରିସ୍ମା | |
ସାଜନ୍ ରେ ଝୁଟ୍ ମତ୍ ବୋଲୋ | ସୋନିଆ | ||
୨୦୧୦ | ଅଦାଲତ | ବିଭିନ୍ନ ଚରିତ୍ର | |
ରାମ୍ ମିଲାୟି ଯୋଡ଼ି | |||
୨୦୧୧ | ଲଭ୍ ୟୁ ଜିଙ୍ଗେଦି | ମଜ୍ନୁ | |
ସୁର୍ଯ୍ୟ ଦି ସୁପର୍ କପ୍ | |||
ହାଏ! ପଡ଼ୋଶୀ... କୌନ୍ ହୈ ଦୋଷୀ? | |||
ମିସେସ୍ କୌଶିକ୍ କି ପାଞ୍ଚ୍ ବାହୁୟେଁ | ପୁଷ୍ପା ଦ୍ୱିବେଦୀ | ||
ପିୟା କା ଘର୍ ପ୍ୟାରା ଲଗେ | ବିଭା | ||
୨୦୧୨ | ସାବଧାନ ଇଣ୍ଡିଆ | ମଧୁବାଲା/ଋତୁ | |
ନା ବୋଲେ ତୁମ୍... ନା ମୈନେ କୁଛ୍ କାହା | କୋୟଲ | ||
ଶୋଭା ସୋମନାଥ କି | କୌସର ଜାହାଁ | [୨] | |
ତେରି ମେରି ଲଭ୍ ଷ୍ଟୋରିଜ୍ | ସୋନିଆ | ||
କ୍ୟା ହୁଆ ତେରା ୱାଦା | [୩] | ||
ଜୀନି ଔର୍ ଜୁଜୁ | ପ୍ରିୟା | [୩] | |
ବାଲ୍ ବୀର୍ | କଟେଲି ଓ ନୋକିଲି | ||
୨୦୧୩ | ୟେ ହୈ ମୋହବତେଁ | ଡିମ୍ପଲ୍ | |
୨୦୧୪ | କୁମ୍କୁମ୍ ଭାଗ୍ୟ | ମୀତୁ | |
ୟମ୍ ହେଁ ହମ୍ | ମେନେକା | ||
ବଡ଼ି ଦୂର୍ ସେ ଆୟେ ହୈ | ନିଶା | ||
୨୦୧୫ | ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ଡ୍ରାମା | ବିଭିନ୍ନ ଚରିତ୍ର | |
ସୁମିତ ସମ୍ଭାଲ ଲେଗା | ନତାଶା | ||
ବଏଜ୍ | ମିସ୍ ଚାଟାର୍ଜୀ | ||
୨୦୧୬ | ଇସ୍କବାଜ୍ | ଟିଆ | |
୨୦୧୭-୨୦୨୦ | ତାରକ ମେହେଟ୍ଟା କା ଉଲ୍ଟା ଚଷମା | ଡ. ମୋନିକା/ଡ. ସାରା | [୪] |
୨୦୨୨ | ଅଲି ବାବା | ଅଫ୍ରାସିୟା (ଅଧ୍ୟାୟ ୧) | |
୨୦୨୨-୨୦୨୩ | ପର୍ଶୁରାମ | ଦେବୀ ରେଣୁକା | |
୨୦୨୩ | ତେରେ ଇସ୍କ ମେଁ ଘାୟଲ୍ | ଅନୀତା |
ଅଭିନୀତ ୱେବ୍ ସିରିଜ୍
ସମ୍ପାଦନାବର୍ଷ | ସିରିଜ୍ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୨୩ | ହନିମୁନ୍ ସୁଇଟ୍ ରୁମ୍ ନଂ. ୯୧୧ | ଅଲ୍ଟବାଲାଜୀ | ||
୨୦୨୪ | ରସୀଲି ରାତେଁ |
ଆଧାର
ସମ୍ପାଦନା- ↑ Neha Maheshwri (25 December 2016). "Navina Bole to get engaged on January 22". The Times of India. Retrieved 2016-12-25.
- ↑ Tahseen, Ismat (2011)"Navina Bole is losing it!", Times of India, 14 September 2011. Retrieved 1 August 2014
- ↑ ୩.୦ ୩.୧ Bhopatkat, Tejashree (2012) "Navina Bole joins SAB TV’s Jeanie Aur Juju", Times of India, 26 October 2012. Retrieved 1 August 2014
- ↑ "Navina Bole joins Taarak Mehta ka Ooltah Chashmah". Bollywood Hungama.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ନବିନା ବୋଲେ