ନବକଳେବର (ଓଡ଼ିଆ ନାଟକ)

ଓଡ଼ିଆ ନାଟକ

ନବକଳେବର ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏକ ନାଟକ । ଏହି ନାଟକଟିର ପ୍ରଯୋଜନା କରିଥିଲେ ବିନି ସାମଲ, ଯାହାକି ସାଇଶ୍ରଦ୍ଧା ପ୍ରଡ଼କ୍ସନ ଟ୍ରଷ୍ଟଦ୍ୱାରା ନିର୍ମିତ ହୋଇଥିଲା । ଶଙ୍କର ତ୍ରିପାଠୀ ଏହି ନାଟକଟି ରଚନା କରିଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ଧୀର ମଲ୍ଲିକ । ଏହି ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉଷସୀ ମିଶ୍ର ।[୧]

ନବକଳେବର
ଲେଖକଶଙ୍କର ତ୍ରିପାଠୀ
ଚରିତ୍ରଉଷସୀ ମିଶ୍ର
ପ୍ରଥମ ପରିବେଷଣ ସ୍ଥାନରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର
ମୂଳ ଭାଷାଓଡ଼ିଆ
ବିଷୟନବକଳେବର
ଶୈଳୀଆଧ୍ୟାତ୍ମିକ

ଅଭିନୟ ସମ୍ପାଦନା

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି ନାଟକଟିର ସ୍ୱର ସଂଯୋଜନା କରିଥିଲେ ମଳୟ ମିଶ୍ର[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ଗୌଡ଼, ପବିତ୍ର କୁମାର (26 April 2023). "ବଦଳୁଛି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ". ପ୍ରମେୟ. No. ତାରକା ଦୁନିଆ. Archived from the original on 10 September 2023. Retrieved 10 September 2023.