ଦୟାନିତା ସିଂ

ଭାରତୀୟ ଚିତ୍ରକର
(ଦୟନିତା ସିଂହରୁ ଲେଉଟି ଆସିଛି)

ଦୟାନିତା ସିଂ ଜଣେ ଛାୟା ଚିତ୍ରତ୍ତୋଳକ, ଯାହାଙ୍କ ପ୍ରାଥମିକ କାମ ହେଉଛି ବହି । ସେ ଅହମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନରେ ଭିଜୁଆଲ୍ କମ୍ୟୁନିକେସନନ୍ୟୁୟର୍କର ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଅଫ୍ ଫଟୋଗ୍ରାଫିରେ ଲିଖିତ ଛାୟାଚିତ୍ର ଶିକ୍ଷା କରିଥିଲେ । ସେ ବାରୋଟି ବହି ପ୍ରକାଶ କରିଛନ୍ତି ।

ଦୟାନିତା ସିଂ
୨୦୧୪ରେ ଜାତୀୟ ସଂଗ୍ରହାଳୟ, ନୂଆଦିଲ୍ଲୀରେ ଦୟାନିତା ସିଂ
Born1961 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ନୂଆ ଦିଲ୍ଲୀ
Nationalityଭାରତୀୟ
Occupation(s)ପାରମ୍ପାରିକ କଳାକାର, ଛାୟା ଚିତ୍ରତ୍ତୋଳକ
Styleଲିଖିତ ଛାୟାଚିତ୍ର, ଚିତ୍ର ଛାୟାଚିତ୍ର
Websitedayanitasingh.com

ଆଦ୍ୟ ଜୀବନ ଓ ପ୍ରଚ୍ଛଦପଟ ସମ୍ପାଦନା

୧୯୬୧ରେ ଦିଲ୍ଲୀ ଜନ୍ମିତ ସିଂ ଅହମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନରେ ଭିଜୁଆଲ୍ କମ୍ୟୁନିକେସନନ୍ୟୁୟର୍କର ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଅଫ୍ ଫଟୋଗ୍ରାଫିରେ ଲିଖିତ ଛାୟାଚିତ୍ର ଶିକ୍ଷା କରିଥିଲେ ।[୧]

ଆଧାର ସମ୍ପାଦନା

  1. Malone, Theresa (10 October 2013). "Dayanita Singh's best photograph – a sulking schoolgirl". The Guardian. Retrieved 2014-11-25.