ଦ୍ୱିତୀୟ ଭାସ୍କର
ଭାସ୍କର[୧] (ଭାସ୍କରାଚାର୍ଯ୍ୟ ଭାବେ ଜଣାଶୁଣା; ୧୧୧୪-୧୧୮୫), ଜଣେ ଭାରତୀୟ ଗଣିତଜ୍ଞ ଓ ଜ୍ୟୋତିର୍ବିଦ ଅଟନ୍ତି । କଥିତ ଅଛି ଯେ ସେ ଉଜ୍ଜୈନଠାରେ ଥିବା ଏକ ମାନମନ୍ଦିରର (observatory) ମୁଖ୍ୟ ଥିଲେ ।
ଦ୍ୱାଦଶ ଶତାବ୍ଦୀରେ ଭାରତୀୟ ଗଣିତ ଓ ମହାକାଶ ବିଜ୍ଞାନ ପ୍ରତି ଭାସ୍କରଙ୍କର ଅନେକ ଅବଦାନ ରହିଛି । ମଧ୍ୟଯୁଗୀୟ ଭାରତର ସର୍ବଶ୍ରେଷ୍ଠ ଗଣିତଜ୍ଞ ଭାବେ ତାଙ୍କୁ ଗ୍ରହଣ କରାଯାଇଥାଏ ।[୨] ତାଙ୍କ ମୁଖ୍ୟ କାର୍ଯ୍ୟ ଭିତରେ ସିଦ୍ଧାନ୍ତ ଶିରୋମଣିକୁ ଗ୍ରହଣ କରାଯାଇଥାଏ । ଏହା ଚାରିଭାଗରେ ବିଭକ୍ତ, ଯଥା - ଲୀଳାବତୀ, ବୀଜଗଣିତ, ଗ୍ରହଗଣିତ ଏବଂ ଗୋଳାଧ୍ୟାୟ ।[୩] ଏଗୁଡ଼ିକରେ ପାଟୀଗଣିତ, ବୀଜଗଣିତ, ଗ୍ରହ ଓ ଗୋଲକର ଗାଣିତିକ ଅଧ୍ୟୟନ ରହିଛି । ଅନ୍ୟାନ୍ୟ ରଚନବଳୀ ଭିତରେ କରଣ କୌତୁହଳ ଅନ୍ୟତମ ।
ଗଣିତ
ସମ୍ପାଦନାପାଟୀଗଣିତ
ସମ୍ପାଦନାତ୍ରିକୋଣମିତି
ସମ୍ପାଦନାବୀଜଗଣିତ
ସମ୍ପାଦନା= କଳନ ଶାସ୍ତ୍ର (Calculus)
ସମ୍ପାଦନାମହାକାଶ ବିଜ୍ଞାନ
ସମ୍ପାଦନାବୈଷୟିକ ବିଜ୍ଞାନ
ସମ୍ପାଦନାଆଧାର
ସମ୍ପାଦନା- ↑ Pingree 1970, p. 299.
- ↑ Chopra 1982, pp. 52–54.
- ↑ Poulose 1991, p. 79.
ବାହାର ଲିଙ୍କ
ସମ୍ପାଦନାଉଇକିପାଠାଗାରରେ ଏହି ବିଷୟ ଉପରେ ତଥ୍ୟ ରହିଛି -
- Bhaskara Biography Archived 2011-07-07 at the Wayback Machine.
- Calculus in Kerala Archived 2006-08-06 at the Wayback Machine.