ଦ୍ବିଜେନ ମୁଖାର୍ଜୀ

ଦ୍ବିଜେନ ମୁଖାର୍ଜୀ (୧୨ ନଭେମ୍ବର ୧୯୨୭ – ୨୪ ଡିସେମ୍ବର ୨୦୧୮) ବଙ୍ଗଳା ଭାଷାର ଜଣେ ବିଖ୍ଯାତ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ହିନ୍ଦୀ ଓ ଓଡ଼ିଆ ଭାଷାରେ ମଧ୍ୟ ସେ ଗୀତ ଗାଇଛନ୍ତି। ସଲିଲ ଚୌଧୁରୀଙ୍କ ସହଯୋଗରେ ତାଙ୍କର ବିଭିନ୍ନ ପ୍ରକାରର ଗୀତ ଗାଇବାର ଓ ବିଦେଶ ଗସ୍ତରେ ଯିବାର ସୁଯୋଗ ବଢ଼ିଥିଲା[୧] Archived 2023-03-29 at the Wayback Machine.। ୨୦୧୦ ମସିହାରେ ସେ ପଦ୍ମଭୂଷଣ ଉପାଧିରେ ଭୂଷିତ ହୋଇଥିଲେ[୨]ଆକାଶବାଣୀ କଟକରୁ ପ୍ରଚାରିତ ତାଙ୍କର ଗୋଟିଏ ଗୀତ ହେଲା ବରଷେ ନାହିଁ ସେ ମେଘ ଗରଜଇ ଯିଏ[୩]