ଦେବୀକା ଦଫ୍ତରଦାର
ଭାରତୀୟ ଅଭିନେତ୍ରୀ
ଦେବୀକା ଦଫ୍ତରଦାର ଜଣେ ଭାରତୀୟ ଅଭିନେତ୍ରୀ ଓ ସେ ମୁଖ୍ୟତଃ ମରାଠୀ ମଞ୍ଚ ଏବଂ କଥାଚିତ୍ରରେ ଅଭିନୟ କରନ୍ତି । ପରି ହୁଁ ମେଁ (୨୦୧୮) ଏବଂ ନାଲ୍ (୨୦୧୮)ରେ ତାଙ୍କ ଅଭିନୀତ ମାଆ ଭୂମିକା ପାଇଁ ସେ ଜଣାଶୁଣା ।[୧][୨]
ପେଷା
ସମ୍ପାଦନାଦେବୀକା କଥାଚିତ୍ର ଜଗତରେ କାମ କରିବ ପୂର୍ବରୁ ମରାଠୀ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩] ୨୦୦୨ ମସିହାରେ ସେ ମରାଠୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪][୫]
ଚଳଚ୍ଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଟିପ୍ପଣୀ |
---|---|---|---|
୨୦୦୨ | ବାସ୍ତୁପୁରୁଷ | କଲ୍ୟାଣୀ | |
୨୦୦୪ | ଦେବରାଇ | କଲ୍ୟାଣୀ | |
୨୦୦୬ | ନିତାଲ | ଡ. ନୀରଜା କୌଶିକ | |
ବାଧା | ସରଜବାଇ | ||
୨୦୦୭ | ନିରୋପ | ଜୁଇ | |
ସାୱାର ରେ | |||
୨୦୦୮ | ମାଜିଆଇ | ||
୨୦୦୯ | ଏକ କପ୍ ଚାୟ | ଦୁର୍ଗା ଖାନୋଲକର | |
୨୦୧୨ | ହା ଭାରତ ମଜା | ||
୨୦୧୩ | ସମିତା | ରେବତୀ ସାଥେ, ରାଣୀ ମାଳବିକା | |
ବାରୋମାସ୍ | ଅଳକା | ||
ଆସ୍ତୁ | ଦେବୀକା | ||
୨୦୧୫ | ନାଗ୍ରିକ୍ | କୁସୁମ୍ | |
କ୍ୟାରି ଅନ୍ ମରାଠା | |||
୨୦୧୬ | କାସଭ | ||
୨୦୧୮ | ପ୍ୟାରି ହୁଁ ମେଁ | ସଜିରୀଙ୍କ ମାଆ | |
ନାଲ୍ | ଚୈତନ୍ୟଙ୍କ ମାଆ | ||
୨୦୧୯ | ପୁରୁଷୋତ୍ତମ | ||
ଜର୍ଜ ରେଡ୍ଡୀ | ଲୀଲା ଭର୍ଗେସିନ୍ | ତେଲୁଗୁ ଚଳଚ୍ଚିତ୍ର | |
ଗର୍ଲଜ୍ | ମାଟିର ମାଆ | [୬] | |
ବେରିଜ ବାଜବାକି | ଆର୍ଯ୍ୟଙ୍କ ମାଆ |
ଆଧାର
ସମ୍ପାଦନା- ↑ "Pari Hoon Main Movie Review {3.0/5}: Critic Review of Pari Hoon Main by Times of India". The Times of India.
- ↑ "Naal Movie Review {3.5/5}: The film is a beautiful piece of work". The Times of India.
- ↑ "Bandish is my all-time favourite play: Devika Daftardar - Times of India". The Times of India.
- ↑ "Nandu Madhav and Devika Daftardar to work together - Times of India". The Times of India.
- ↑ "Devika shares a fun incident during the shoot of Naal | Entertainment - Times of India Videos". The Times of India.
- ↑ "Girlz Movie Review: Why should boyz have all the fun?". The Times of India.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଦେବୀକା ଦଫ୍ତରଦାର