ଦେବୀକା ଦଫ୍ତରଦାର

ଭାରତୀୟ ଅଭିନେତ୍ରୀ


ଦେବୀକା ଦଫ୍ତରଦାର ଜଣେ ଭାରତୀୟ ଅଭିନେତ୍ରୀ ଓ ସେ ମୁଖ୍ୟତଃ ମରାଠୀ ମଞ୍ଚ ଏବଂ କଥାଚିତ୍ରରେ ଅଭିନୟ କରନ୍ତି । ପରି ହୁଁ ମେଁ (୨୦୧୮) ଏବଂ ନାଲ୍ (୨୦୧୮)ରେ ତାଙ୍କ ଅଭିନୀତ ମାଆ ଭୂମିକା ପାଇଁ ସେ ଜଣାଶୁଣା ।[୧][୨]

ପେଷା ସମ୍ପାଦନା

ଦେବୀକା କଥାଚିତ୍ର ଜଗତରେ କାମ କରିବ ପୂର୍ବରୁ ମରାଠୀ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩] ୨୦୦୨ ମସିହାରେ ସେ ମରାଠୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪][୫]

ଚଳଚ୍ଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଟିପ୍ପଣୀ
୨୦୦୨ ବାସ୍ତୁପୁରୁଷ କଲ୍ୟାଣୀ
୨୦୦୪ ଦେବରାଇ କଲ୍ୟାଣୀ
୨୦୦୬ ନିତାଲ ଡ. ନୀରଜା କୌଶିକ
ବାଧା ସରଜବାଇ
୨୦୦୭ ନିରୋପ ଜୁଇ
ସାୱାର ରେ
୨୦୦୮ ମାଜିଆଇ
୨୦୦୯ ଏକ କପ୍ ଚାୟ ଦୁର୍ଗା ଖାନୋଲକର
୨୦୧୨ ହା ଭାରତ ମଜା
୨୦୧୩ ସମିତା ରେବତୀ ସାଥେ, ରାଣୀ ମାଳବିକା
ବାରୋମାସ୍ ଅଳକା
ଆସ୍ତୁ ଦେବୀକା
୨୦୧୫ ନାଗ୍ରିକ୍ କୁସୁମ୍
କ୍ୟାରି ଅନ୍ ମରାଠା
୨୦୧୬ କାସଭ
୨୦୧୮ ପ୍ୟାରି ହୁଁ ମେଁ ସଜିରୀଙ୍କ ମାଆ
ନାଲ୍ ଚୈତନ୍ୟଙ୍କ ମାଆ
୨୦୧୯ ପୁରୁଷୋତ୍ତମ
ଜର୍ଜ ରେଡ୍ଡୀ ଲୀଲା ଭର୍ଗେସିନ୍ ତେଲୁଗୁ ଚଳଚ୍ଚିତ୍ର
ଗର୍ଲଜ୍ ମାଟିର ମାଆ [୬]
ବେରିଜ ବାଜବାକି ଆର୍ଯ୍ୟଙ୍କ ମାଆ

ଆଧାର ସମ୍ପାଦନା

  1. "Pari Hoon Main Movie Review {3.0/5}: Critic Review of Pari Hoon Main by Times of India". The Times of India.
  2. "Naal Movie Review {3.5/5}: The film is a beautiful piece of work". The Times of India.
  3. "Bandish is my all-time favourite play: Devika Daftardar - Times of India". The Times of India.
  4. "Nandu Madhav and Devika Daftardar to work together - Times of India". The Times of India.
  5. "Devika shares a fun incident during the shoot of Naal | Entertainment - Times of India Videos". The Times of India.
  6. "Girlz Movie Review: Why should boyz have all the fun?". The Times of India.

ବାହାର ଲିଙ୍କ୍ ସମ୍ପାଦନା