ଦେବାଶିଷ ଦାସ

ଓଡ଼ିଆ ଚେସ ଖେଳାଳି

ଦେବାଶିଷ ଦାସ (ଜନ୍ମ ୨୭ ଜୁନ ୧୯୯୩)[୧]ଓଡ଼ିଶାର ଜଣେ ଚେସ ଖେଳାଳି। ସେ ୨୦୧୩ ମସିହାରେ ଚେସ ଗ୍ରାଣ୍ଡ ମାଷ୍ଟର (ଜି. ଏମ.)ର ଆଖ୍ୟା ପାଇଛନ୍ତି। ଗ୍ରାଣ୍ଡ ମାଷ୍ଟର ଆଖ୍ୟା ପାଇବାରେ ସେ ଓଡ଼ିଶାରୁ ପ୍ରଥମ ଓ ଭାରତର ୩୪ ତମ ଖଳାଳି ଅଟନ୍ତି[୨] ।ବିଶ୍ୱ ଚେସ ମହାସଂଘ (FIDE)ଦ୍ୱାରା ପ୍ରଦତ୍ତ ଏହି ଗ୍ରାଣ୍ଡ ମାଷ୍ଟର ଆଖ୍ୟା ଚେସ ଖେଳରେ ସବୁଠାରୁ ଶୀର୍ଷ ସ୍ତରର ଖେଳାଳିଙ୍କୁ ମିଳେ।

ଦେବାଶିଷ ଦାସ
ଦେଶଭାରତ
ଜନ୍ମ (1993-06-27) ୨୭ ଜୁନ ୧୯୯୩ (ବୟସ ୩୦)
ଓଡ଼ିଶା, ଭାରତ
ଉପାଧୀଗ୍ରାଣ୍ଡ ମାଷ୍ଟର (୨୦୧୩)
ସର୍ବଶ୍ରେଷ୍ଠ ରେଟିଂ୨୫୦୭ (ଅକ୍ଟୋବର ୨୦୧୩)
Ranking୭୨୧ (ଅକ୍ଟୋବର ୨୦୧୩)
ସର୍ବାଧିକ ମାନ୍ୟତା୭୨୧ (ଅକ୍ଟୋବର ୨୦୧୩)

ଆଧାର ସମ୍ପାଦନା

  1. "Personalities". Orisports.com. Retrieved 12 January 2017.
  2. http://sambadepaper.com/Details.aspx?id=56652&boxid=65911734[permanent dead link], ସମ୍ବାଦ, ପୃଷ୍ଠା-୧୯, ୧୯.୧୦.୨୦୧୩