ଦେବସଭା ମନ୍ଦିର
ଭାରତର ଏକ ହିନ୍ଦୁ ମନ୍ଦିର
ଦେବସଭା ମନ୍ଦିର ଭାରତୀୟ ରାଜ୍ୟ ଓଡ଼ିଶାର ଭୁବନେଶ୍ୱର ସହରର ପୁରାତନ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ମନ୍ଦିର । ଏହାର ମୁଖ ପୂର୍ବ ଦିଗକୁ ରହିଛି ଓ ଏଥିରେ ବର୍ତ୍ତମାନ କୌଣଶି ମୂର୍ତି ବା ଲିଙ୍ଗା ନାହି । କୁହାଯାଏ ଯେ ଏହି ସ୍ଥାନ ପ୍ରାଚୀନ କାଳରେ ଦେବତା ମାନଙ୍କ ମିଳନ ସ୍ଥଳୀ ଥିଲା ।
ଦେବସଭା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Bhubaneswar |
State | Orissa |
Country | India |
Architecture | |
Type | Kalingan |
Elevation | 26 m (85 ft) |
ସ୍ଥାପତ୍ୟ
ସମ୍ପାଦନାମନ୍ଦିରର ନିର୍ମାଣ ଶୈଳୀ ପ୍ରାଚୀନ ରେଖା ଦେଉଳ ହେଇଥିବା ବେଳେ ଏହାରଚତୁର୍ଦିଗରେ ପଞ୍ଚଭାଗ ପ୍ରାଚୀର 2.43 ମିଟର ଉଛର ରହିଛି ।
ପୁନଶ୍ଚ ଦେଖଣା
ସମ୍ପାଦନାଆଧାର
ସମ୍ପାଦନା- Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)
- http://ignca.nic.in/asi_reports/orkhurda245.pdf