ଦେବପ୍ରୟାଗ
ଦେବପ୍ରୟାଗ (Devanagari: देव प्रयाग Deva prayāga) ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ ସହର । ଏହା ତେହରି ଗରବାଳ ଜିଲାରେ ଅବସ୍ଥିତ ।ଭାରତର ପାଞ୍ଚ-ପ୍ରୟାଗ ମଧ୍ୟରୁ ଏହା ଗୋଟିଏ । ଏଠାରେ ଅଳକାନନ୍ଦା ନଦୀ ସହ ଭାଗିରଥି ନଦୀର ସଂଗମ ହେଇଥାଏ ଓ ମିଳିତ ନଦୀ " ଗଙ୍ଗା " ଭାବରେ ପ୍ରବାହିତ ହେଇଥାଏ ।
ଦେବପ୍ରୟାଗ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Tehri Garhwal |
Location | |
ସ୍ଥାନ | Uttarakhand, India |
State | Uttarakhand |
Country | India |
ଦୃଶ୍ୟ
ସମ୍ପାଦନାଛାଞ୍ଚ:Panch Prayagଏହା ଏକ ବିଖ୍ୟାତ ହିନ୍ଦୁ ତୀର୍ଥ ସ୍ଥଳୀ । କୁହାଯାଏ ଏଠାରେ ସନ୍ଥ ଦେବଶର୍ମା ତାଙ୍କର ଆଶ୍ରମ ଜୀବନ ବିତଉଥିଲେ । .[୧]
"ଦେବପ୍ରୟାଗ" ଅର୍ଥ "ଦେବତୀୟ ମିଳନ " ବୋଲି ସଂସ୍କୃତରେ କୁହାଯାଇଥାଏ । ଏଠାରେ ଦୁଇ ପବିତ୍ର ନଦୀ ଅଳକାନନ୍ଦା ଓ ଭାଗୀରଥୀ ନଦୀର ମିଳନ ଘଟି ହିନ୍ଦୁ ଧର୍ମର ସର୍ବ ପୁର୍ଣ୍ଯମୟ ନଦୀ ଗଙ୍ଗାର ଉପପନ୍ନ ହେଇଥାଏ ।
ଏଠାରେ ପାର୍ବତ୍ଯ ଇଲାକାରେ ରଘୁନାଥଜୀ ମନ୍ଦିର ରହିଛି । [୨]
ଇତିହାସ
ସମ୍ପାଦନାଭୌଗୋଳିକ ଅବସ୍ଥିତି
ସମ୍ପାଦନା.
ଜନ ଅବାଦୀ
ସମ୍ପାଦନା2001 ଜନଗଣନା[୩] ଅନୁସାରେ ଦେବପ୍ରୟାଗର ଜନସଂଖ୍ୟା 2144 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 77% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ଦେବପ୍ରୟାଗରେ 6 ବର୍ଷରୁ କମ ଆବାଡୀ 13% ଥିଲା ।
ଗ୍ୟାଲେରି
ସମ୍ପାଦନା-
The Bhagirathi (left) joins the Alaknanda (right) at Devprayag
-
The sediment-laden Alaknanda river flowing into Devprayag.
-
Devprayag the confluence of Bhagirathi and Alaknanda rivers. The river gets the name "Ganges" beyond Devprayag
ପୁନଶ୍ଚ ଦେଖଣା
ସମ୍ପାଦନା- Rudraprayag
- Ganges River
ଆଧାର
ସମ୍ପାଦନା- ↑ Devprayag Tehri Garhwal district, Official website.
- ↑ One or more of the preceding sentences incorporates text from a publication now in the public domain: Chisholm, Hugh, ed. (1911). "Devaprayag". Encyclopædia Britannica Eleventh Edition. Vol. 8 (11th ed.). Cambridge University Press. p. 120.
{{cite encyclopedia}}
: Invalid|ref=harv
(help) - ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
ବାହାର ଲିଙ୍କ
ସମ୍ପାଦନା- Devprayag, Official website Archived 2007-12-10 at the Wayback Machine.
- Devprayag photo gallery
- Devprayag on wikimapia