ଦୂର୍ବା ବାନାର୍ଜୀ
ପ୍ରଥମ ଭାରତୀୟ ମହିଳା ବାଣିଜ୍ୟିକ ପାଇଲଟ୍
ଦୂର୍ବା ବାନାର୍ଜୀ ୧୯୫୬ରେ ଇଣ୍ଡିଆନ୍ ଏୟାର୍ଲାଇନ୍ସର ପ୍ରଥମ ପାଇଲଟ୍ ଥିଲେ ଓ ପ୍ରଥମ ଭାରତୀୟ ମହିଳା ବ୍ୟବସାୟିକ ପାଇଲଟ୍ ।[୧][୨][୩]
ଦୂର୍ବା ବାନାର୍ଜୀ | |
---|---|
ଜନ୍ମ | |
ବୈବାହିକ-ସାଥୀ | ଅବିବାହିତା |
ଆଦ୍ୟ ଜୀବନ
ସମ୍ପାଦନାଛୋଟବେଳୁ ବାନାର୍ଜୀ ଉଡ଼ାଜାହଜ ଓ ଉଡ଼ିବାକୁ ଭଲପାଉଥିଲେ ଓ ପାଇଲଟ୍ ହେବାର ସ୍ୱପ୍ନ ଦେଖିଥିଲେ । ସେ ତାଙ୍କ ସମୟରେ ଚିରାଚରିତ ଧାରାକୁ ଭାଙ୍ଗିବା ସହ ପ୍ରଥମ ମହିଳା ଭାବେ ଏହି ପଦରେ ଯୋଗ ଦେଇଥିଲେ ।[୪]
ବୃତ୍ତି
ସମ୍ପାଦନାବାନାର୍ଜୀ ତାଙ୍କର ପେଶାଗତ ଜୀବନ ୧୯୫୯ରେ ଡିସିଟି ପାଇଲଟ୍ ଭାବେ ଏୟାର୍ ସର୍ଭେ ଅଫ୍ ଇଣ୍ଡିଆରେ ଏକ ଡାକୋଟା ଉଡ଼ାଇ ଆରମ୍ଭ କରିଥିଲେ ।[୪][୫]
ସେ ୧୯୬୬ରେ ଈଣ୍ଡିଆନ୍ ଏୟାର୍ଲାଇନ୍ସରେ ଯୋଗ ଦେବା ପାଇଁ କଲିକତା ଆସିଥିଲେ ଓ ପରେ ୧୯୮୮ରେ ଅବସର ନେଇଥିଲେ ।[୪] ଏହା ଶୁଣାଯାଏ ଯେ, ଯେତେବେଳେ ସେ ବ୍ୟବସାୟିକ ପାଇଲଟ୍ ପାଇଁ କାନ୍ଦ୍ରୀୟ ବାୟୁ ପରିବହନ ମନ୍ତ୍ରୀ ହୁମାୟୁନ୍ କବୀରଙ୍କୁ ଦେଖାକରିଥିଲେ, ସେ ତାଙ୍କୁ ପାଇଲଟ୍ ବଦଳରେ ଫ୍ଲାଇଟ୍ ଆଟେଡ଼ାଣ୍ଟ୍ର ପଦବୀ ଦେଇଥିଲେ ।[୪]
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2017-09-23. Retrieved 2018-05-09.
{{cite web}}
: Cite has empty unknown parameter:|1=
(help) - ↑ http://archive.indianexpress.com/news/first-indian-woman-to-command-jet-engine-aircraft-retires/598384/
- ↑ http://www.thehindu.com/todays-paper/tp-features/tp-youngworld/one-hundred-years-of-flying-high/article2587830.ece
- ↑ ୪.୦ ୪.୧ ୪.୨ ୪.୩ ୪.୪ "Biographical Sketch". Retrieved 10 March 2015.
- ↑ ୫.୦ ୫.୧ ୫.୨ ୫.୩ "History of Airlines". Archived from the original on 25 December 2018. Retrieved 10 March 2015.
- ↑ "ଆର୍କାଇଭ୍ କପି". Archived from the original on 2020-01-03. Retrieved 2018-05-09.
{{cite web}}
: Cite has empty unknown parameter:|1=
(help)