ଦିୟା ଚୋପ୍ରା

ଭାରତୀୟ ଅଭିନେତ୍ରୀ

ଦିୟା ଚୋପ୍ରା (ଜନ୍ମ: ୯ ଡିସେମ୍ବର ୧୯୮୫) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ତାଙ୍କ ଭଉଣୀ ରୋଶ୍ନୀ ଚୋପ୍ରା ମଧ୍ୟ ଜଣେ ଅଭିନେତ୍ରୀ । ଜୀ ଟିଭିର ଧାରାବାହିକ ମିଷ୍ଟ୍ରେସ୍ କୌଶିକ କି ପାଞ୍ଚ ବହୁୟେଁରେ, ସେ ଶେଷଥର ପାଇଁ କାମ କରିଛନ୍ତି । ମଇ ୨୦୧୨ରେ, ସେ ଏହି ଧାରାବାହିକରୁ ଓହରି ଯାଇଥିଲେ ।[]

ଦିୟା ଚୋପ୍ରା
ଜନ୍ମ (1985-12-09) ୯ ଡିସେମ୍ବର ୧୯୮୫ (ବୟସ ୩୮)
ବୈବାହିକ-ସାଥୀରିତ୍‌ଚି ମେହେଟ୍ଟା (ବିବାହ. ୨୦୧୬)
ପିତାମାତା(s)ରବି ଚୋପ୍ରା (ବାପା)
ମଞ୍ଜୁ ଚୋପ୍ରା (ମାଆ)
ସମ୍ପର୍କୀୟରୋଷଣୀ ଚୋପ୍ରା (ଭଉଣୀ)

ଅଭିନୟ ଜୀବନ

ସମ୍ପାଦନା

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକ ଚ୍ୟାନେଲ୍ ମନ୍ତବ୍ୟ
୨୦୦୭-୦୮ ଲଭ୍ ଷ୍ଟୋରୀ ଝିଲ୍‌ମିଲ୍ ସବ୍ ଟିଭି
୨୦୦୮ ଲେଫ୍ଟ ରାଇଟ୍ ଲେଫ୍ଟ କ୍ୟାଡେଟ୍ ବିଦ୍ୟା ସକ୍ସେନା
୨୦୦୯ ହିନ୍ଦି ହୈ ହମ୍ ଲଭ୍‌ଲିନ୍ ରିଅଲ୍ ଟିଭି
୨୦୧୦ ନା ଆନା ଇସ୍ ଦେଶ୍ ଲାଦୋ ସୋନାଲି କଲର୍ସ ଟିଭି
୨୦୧ ରିସ୍ତା ଡଟ୍ କମ୍
କାଶୀ – ଅବ୍ ନା ରହେ ତେରେ କାଗାଜ କୋରା ବୈଜୟନ୍ତୀ ଇମାଜିନ୍ ଟିଭି
ମନ୍ କି ଆୱାଜ ପ୍ରତିଘାତ ଅନୁ ଷ୍ଟାର୍ ପ୍ଲସ୍
୨୦୧୧-୧୨ ମିଷ୍ଟ୍ରେସ୍ କୌଶିକ କି ପାଞ୍ଚ ବହୁୟେଁ ରିଆ କୌଶିକ ଜୀ ଟିଭି
୨୦୧୩ ଛନ୍‌ଛନ୍ ପୁର୍ବି ସୋନି ଟିଭି କ୍ୟାମିଓ
  1. "Deeya Chopra out, Preet Kaur in Mrs. Kaushik Ki Paanch Bahuein". The Times of India. Archived from the original on 2013-01-03.

ବାହାର ଲିଙ୍କ୍

ସମ୍ପାଦନା