ଦିଲୱାରା ମନ୍ଦିର , ଭାରତୀୟ ରାଜ୍ୟ ରାଜସ୍ଥାନର ଅବୁ ପର୍ବତରୁ 2.5 କିଲୋମିଟର ଦୂରରେ ଥିବା ଏକ ଜୈନ ମନ୍ଦିର । ଏହା ବସ୍ତୁପାଳ ତେଜପଲଙ୍କଦ୍ୱାରା 11 ଶ ଓ 13 ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହେଇଥିବାର ଜଣାଯାଏ । ସେହି ସମୟରେ ମାର୍ବଳ କଳା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା । ଦିଲୱାରା ମନ୍ଦିରଠାରେ ମାର୍ବଳରେ 5ଟି ଜୈନ ମନ୍ଦିର ରହିଛି ।ଏହାକୁ ଭାରତର ସବୁଠାରୁ ସୁନ୍ଦର ଜୈନ ଧର୍ମସ୍ଥଳୀ କୁହାଯାଏ ।  

ଦିଲୱାରା ମନ୍ଦିର
Dilwara
Dilwara Jain Temples
Religion
ଅନୁବନ୍ଧଗୁଡ଼ିକJainism
Location
ସ୍ଥାନMount Abu, Sirohi, Rajasthan, India
Architecture
Completedbetween the 11th and 13th centuries AD

ରାଜସ୍ଥାନର ଅନନ୍ୟ ସ୍ଥାନରେ ମଧ୍ୟ ଜୈନ ମନ୍ଦିର ମାନ ଥିଲେ ମଧ୍ୟ ଏହି ମନ୍ଦିର ପରି ସୁନ୍ଦର ସ୍ଥାପତ୍ୟ କଳା ଦେଖିବାକୁ ମିଳେ  ନାହିଁ ।  ଛତ , ସ୍ତମ୍ଭ , କବାଟ ଓ ପାନେଲରେ ଥିବା ସୂକ୍ଷ୍ମ କଳା ଏଠାରେ ଅନନ୍ୟ । 

ଦିଲୱାରାର 5ଟି ମନ୍ଦିର  ସମ୍ପାଦନା

ଦିଲୱାରାର 5ଟି ମନ୍ଦିର, 

Vimal Vasahi Temple ସମ୍ପାଦନା

 
Ceiling of Jain Temple

ଗ୍ୟାଲେରି  ସମ୍ପାଦନା

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା