ଦିଲ୍ଲୀ ନାଇଡା ଡାଇରେକ୍ଟ ଫ୍ଲାଇ ୱେ


ଦିଲ୍ଲୀ ନାଇଡା ଡାଇରେକ୍ଟ ଫ୍ଲାଇ ୱେ, ଏକ ୮ ଲେନ ବିଶିଷ୍ଟ ୯.୨ କିଲୋମିଟର[୧]ର ପ୍ରବେଶ- ନିୟନ୍ତ୍ରିତ ଏକ୍ସପ୍ରେସୱେ । ଏହା ଭାରତୀୟ ରାଜଧାନୀ ଦିଲ୍ଲୀକୁ ଶିଳ୍ପାଞ୍ଚଳ ଉପସରାଞ୍ଚଳ ନଇଡା ସହ ସଂଯୋଗ କରିଥାଏ ।[୨][୩] ଏହା ନାଇଡା ଟୋଲ ବ୍ରିଜ କମ୍ପାନୀଦ୍ୱାରା ନିର୍ମିତ ଓ ପରିଚାଳିତ । 

ଏହି ପ୍ରକଳ୍ପରେ ଆଶ୍ରମ ଚୌକଠାରେ ଏକ ଫ୍ଲାଇ ଓଭର ବ୍ରିଜ ନିର୍ମିତ ହେଇଛି ।[୪] ଯମୁନା ନଦୀ ଉପରେ ଏକ ୫୫୨.୫ ମିଟର ଦୀର୍ଘ ସେତୁ ୪୦.୮ କୋଟି ଟଙ୍କା ବ୍ୟୟରେ ୨୦୦୧ ମସିହାରେ ନିର୍ମିତ ହେଇଥିଲା[୫]। ୨୦୦୬ ମସିହାରୁ NTBCL ଦାରା ଏହି ରାସ୍ତାର ଫ୍ଲାଇ ଓଭରରୁ ମୟୂର ବିହାରକୁ ପରିବର୍ଧିତ ରାସ୍ତା ନିର୍ମିତ ହେଇଛି । [୬]

ନିର୍ଗମ ରାସ୍ତା ସମୂହ  ସମ୍ପାଦନା

ଅବସ୍ଥିତି 

ରାଜ୍ୟ  ଗନ୍ତବ୍ୟ 
ଉତ୍ତରପ୍ରଦେଶ  ନାଇଡା Sector 22, Noida Film City, Sector 18, Greater Noida, Noida Extension
ଦିଲ୍ଲୀ ମୟୂର ବିହାର   ମୟୂର ବିହାର
ଦିଲ୍ଲୀ ଦିଲ୍ଲୀ ISBT, r

ଆଧାର  ସମ୍ପାଦନା

  1. "DND Flyway". DND Flyway. Archived from the original on 2 October 2011. Retrieved 17 May 2012.
  2. "Noida Toll Bridge firm plans to float public issue". Indian Express. 7 October 1999. Retrieved 2008-01-12.
  3. "About Us". www.dndflyway.com. Archived from the original on 2008-05-15. Retrieved 2008-01-12.
  4. "At long last, Ashram Chowk breathes easy". The Tribune, Chandigarh, India. 31 October 2001. Retrieved 2008-01-12.
  5. "About Us". www.dndflyway.com. Archived from the original on 2008-05-15. Retrieved 2008-01-12.
  6. "Noida Toll Bridge Co - 3rd Quarter Results". www.citywire.co.uk. Retrieved 2008-01-12.[permanent dead link]

ପୁନଶ୍ଚ ଦେଖଣା  ସମ୍ପାଦନା