ଦିତ୍ୟା ଭାନ୍ଦେ
ଭାରତୀୟ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ
ଦିତ୍ୟା ଭାନ୍ଦେ[୧] (ଜନ୍ମ: ୧୫ ନଭେମ୍ବର ୨୦୦୬) ଜଣେ ଭାରତୀୟ ନୃତ୍ୟଶିଳ୍ପୀ ଏବଂ ଅଭିନେତ୍ରୀ । ସେ ପିଲାମାନଙ୍କ ଡ୍ୟାନ୍ସ ରିଅଲିଟି ଶୋ ସୁପର ଡାନ୍ସର୍ ସିଜନ୍ ୧ର ବିଜେତା ହୋଇଥିଲେ । ସେ ତାମିଲ ଭାଷାର ଏକ ସଙ୍ଗୀତଭିତ୍ତିକ ଚଳଚ୍ଚିତ୍ର ଲକ୍ଷ୍ମୀରେ ଅଭିନୟ କରିଥିଲେ ।[୨] ଏ.ଏଲ୍. ବିଜୟଙ୍କଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟିରେ ପ୍ରଭୁ ଦେବା ଓ ଏଶ୍ୱର୍ଯ୍ୟା ରାଜେଶ ଅଭିନୟ କରିଥିଲେ । ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ୍ ୭ରେ ମଧ୍ୟ ଭାଗ ନେଇଥିଲେ ।[୩]
ଦିତ୍ୟା ସାଗର ଭାନ୍ଦେ | |
---|---|
ଜନ୍ମ | |
ଅନ୍ୟ ନାମ | ଖଜୁର୍ |
ବୃତ୍ତିସମୂହ |
|
ପିତାମାତା |
|
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
2018 | ଲକ୍ଷ୍ମୀ | ଲକ୍ଷ୍ମୀ | ତାମିଲ୍ | ପ୍ରଥମ କଥାଚିତ୍ର |
ଜୀରୋ | ନିଜେ | ହିନ୍ଦୀ | ଅତିଥି କଳାକାର |
ଦୂରଦର୍ଶନ
ସମ୍ପାଦନାବର୍ଷ | ଶୀର୍ଷକ | ଭୂମିକା | ମନ୍ତବ୍ୟ |
---|---|---|---|
୨୦୨୨ | ଫାଇଭ୍ ସିକ୍ସ୍ ସେଭେନ୍ ଏଇଟ୍ | ସେମ୍ବା |
ପୁରସ୍କାର
ସମ୍ପାଦନାବର୍ଷ | ପୁରସ୍କାର | ବର୍ଗ | ଚଳଚ୍ଚିତ୍ର / ସିରିଜ୍ | ଭାଷା | ଫଳାଫଳ |
---|---|---|---|---|---|
୨୦୧୬ | ଲାୟନ୍ ଗୋଲ୍ଡ ଆୱାର୍ଡ଼ | ସର୍ବୋତ୍ତମ ନୃତ୍ୟଶିଳ୍ପୀ | ସୁପର ଡାନ୍ସର୍ ସିଜନ୍ ୧ | ହିନ୍ଦୀ | ବିଜେତା |
୨୦୧୮ | ଆନନ୍ଦ ବିକାଶ ସିନେମା ପୁରସ୍କାର[୪] | ଶ୍ରେଷ୍ଠ ଶିଶୁ କଳାକାର | ଲକ୍ଷ୍ମୀ | ତାମିଲ୍ | ବିଜେତା |
ଜେଏଫ୍ଡବ୍ଲ୍ୟୁ ଚଳଚ୍ଚିତ୍ର ପୁରସ୍କାର | ବିଜେତା | ||||
ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର (SIIMA) | ଶ୍ରେଷ୍ଠ ନବାଗତ ଶିଶୁ କଳାକାର (ବାଳିକା) | ମନୋନୀତ | |||
ଏଡିସନ ଆୱାର୍ଡ଼ | ଶ୍ରେଷ୍ଠ ଶିଶୁ କଳାକାର | ମନୋନୀତ |
- ସୁପର ଡାନ୍ସର୍ ସିଜନ୍ ୧ର ବିଜେତା[୫]
ଆଧାର
ସମ୍ପାଦନା- ↑ "Prabhudeva's Lakshmi acquired by CK Entertainments in Telugu - Times of India". The Times of India. Retrieved 23 August 2018.
- ↑ "Ditya Bhande: I want to become an actor-choreographer like Prabhudheva sir". Cinema Express.
- ↑ "9-year-old Ditya Bhande wins Super Dancer, check out some of her best performances". 18 December 2016.
- ↑ "Director Mari Selvaraj, actors Trisha and Dhanush win Vikatan Awards 2018: See full list". 7 January 2019.
- ↑ "Super Dancer: Nine-year-old Ditya Bhande emerges winner, see pics". The Indian Express (in ଆମେରିକୀୟ ଇଂରାଜୀ). 18 December 2016. Retrieved 23 August 2018.