ଛାଞ୍ଚ:Darjeeling Mail route

Darjeeling Mail
Overview
Service typeSuperfast Mail
Current operator(s)Eastern Railway of Indian Railways
RidershipPopular train between Kolkata-Siliguri with slip route to- Haldibari via Jalpaiguri
Route
StartSealdah
StopsBardhaman, Bolpur, Malda Town, Kishanganj
EndNew Jalpaiguri/Siliguri - Slip route to- Haldibari via Jalpaiguri
Distance travelled567 km (Sealdah-New Jalpaiguri)
624 km (Sealdah-Haldibari)
Average journey time9 hrs 55 mins (Sealdah-New Jalpaiguri)[୧]
Service frequencyDaily
Train number(s)12343/12344
On-board services
Class(es)AC 1st (1), AC 2nd (2), AC 3rd (7), Sleeper (9), General (6)
Catering facilitiesNo Pantry Car available - one must buy food at the starting station
Technical
Rolling stockSiliguri shed WDP4/WDP4B /WDG 4 locomotive
Track gauge
Operating speedAverage speed-60kph. Maximum speed 110kph. Generally runs at 70-90kph
Route map
Darjeeling Mail (Sealdah - New Jalpaiguri) route map

ଦାର୍ଜିଲିଂ ମେଲ ସ୍ୱାଧୀନ ପୂର୍ବ କାଳରୁ ପ୍ରଚଳିତ ହୋଇ ଆସିଥିବା ଏକ ଏଇତିହାସିକ ଟ୍ରେନ ।ଏହା ହିମାଲୟ ପର୍ବତଞ୍ଚଳର ଦର୍ଜିଲ୍ଙ୍ଗ ରେଳ ଷ୍ଟେସନ ସହ ସିଲିଗୁଡିସ୍ଥିତ ନୂଆ ଜଳପାଇଗୁଡି ଷ୍ଟେସନର ସଂଯୋଗ କରେ । ଏହା କଲିକତା - ସିଲିଗୁଡି ଓ ହଲଦିବାରି ପାଇଁ ଏକ ମୁଖ୍ୟ ସଂଯୋଗ କରି ଟ୍ରେନ ।   

ଇତିହାସ  ସମ୍ପାଦନା

Run via East Bengal ସମ୍ପାଦନା

ବ୍ରିଟିଶ ରାଜୁତି ସମୟରେ ଉତ୍ତର ବଙ୍ଗକୁ ସମସ୍ତ ଟ୍ରେନ ପୂର୍ବ ବଙ୍ଗ ( ବର୍ତ୍ତମାନ ବାଂଲାଦେଶ ) ବାଟ ଦେଇ ଯାତାୟତ କରୁଥିଲା । 

1878 ମସିହାରେ କଲିକତା ଦେଇ ସିଲିଗୁଡିକୁ ଦୁଇଟି ସ୍ତରରେ ରେଳପଥ ଥିଲା । ପ୍ରଥମ ସ୍ତରରେ 185 କିଲୋମିଟର ପଥ କଲିକତା ଷ୍ଟେସନରୁ ବଙ୍ଗର ରାଜ୍ୟ ରେଳପଥ ଭାବରେ ପଦ୍ମା ନଦୀର ଦକ୍ଷିଣ ଅଂଶରେ ଦାମୁକଡିହ ଘାଟ ଯାଏ ଥିଲା ।ସେଠାରେ ଯାତ୍ରୀମାନେ ଫେରି ଡଙ୍ଗାରେ ନଦୀ ପାର ହେଇ ସେଠାରୁ 336 କିଲୋମିଟର ମିଟର ଗାଜ ରେଳପଥରେ ଉତ୍ତର ବଙ୍ଗ ରେଳବାଇର ଲାଇନରେ ପଦ୍ମା ନଦୀର ଉତ୍ତର ଉତ୍ତରାଞ୍ଚଳରେ ଥିବା ସରାଘାଟ ଯାଏ ଯାଉଥିଲେ ।  ସେଠାରୁ ସିଲିଗୁଡିରେ ପହଞ୍ଚୁ ଥିଲେ ।[୨] 1912[୩] ମସିହାରେ 1.8 କିଲୋମିଟର ଦୀର୍ଘ ହରଡିଙ୍ଗ ବ୍ରିଜ ପଦ୍ମା ନଦୀ ଉପରେ ହେଲା । 1926 ମସିହାରେ ସେଠାରୁ ଥିବା ମିଟର ଗଜ ଲାଇନକୁ ବ୍ରଡ ଗଜରେ ପରିବର୍ତ୍ତନ ହେଲା ।[୪]ଏହା ପରେ କଲିକତାରୁ ସିଲିଗୁଡି ସିଧା ସଳଖ ରେଳ ପ୍ରଚାଳନ ହେଲା । ାହି ରୁଟରେ ସିଆଲଦାହ , ଭେରମରା , ଜଳପାଇଗୁଡି , ହଲଦିବାଦୀ , ଜଳପାଇଗୁଡି ଆଦି ମୁଖ୍ୟ ଷ୍ଟେସନ ରହିଲା । ଦାର୍ଜିଲିଂ ମେଲ ଏହି ରାସ୍ତା ଦେଇ ଯାତାୟତ ପ୍ରାକ-ସ୍ୱାଧୀନତା କାଳରୁ କରେ । [୫][୬]

Gallery ସମ୍ପାଦନା

ଆଧାର  ସମ୍ପାଦନା

  1. "Darjeeling Mail 12343". Clear Trip. Archived from the original on 2015-09-19. Retrieved 2012-03-04.
  2. Chowdhury, Sifatul Quader (2012). "Hardinge Bridge". In Islam, Sirajul; Jamal, Ahmed A. (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
  3. Chowdhury, Sifatul Quader (2012). "Hardinge Bridge". In Islam, Sirajul; Jamal, Ahmed A. (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; njp ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. Joydeep Dutta and Harsh Vardhan. "Trains of Fame and Locos with a Name, part 2". IRFCA. Retrieved 2012-02-22.
  6. "Geography - International". IRFCA. Retrieved 2012-02-22.

ବାହାର ଲିଙ୍କ  ସମ୍ପାଦନା