ଦାରଣଘାଟି ଅଭୟାରଣ୍ୟ
ଦାରଣଘାଟି ଅଭୟାରଣ୍ୟ ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ସିମଳା ଜିଲ୍ଲାରେ ଅବସ୍ଥିତ । ଏହା ଏକ ଅବିକ୍ଷତ ଅରନ୍ୟାଞ୍ଚଳରେ ଅବସ୍ଥିତ । ଏଠାରେ ମୋନାଲ , ତ୍ରଗୋପାନ , କୋକଳା ଓ କାଲିଜ ପରି ବିରଳ ଜାତୀୟ ଜୀବ ରହିଛୟାନତି । ଏହା ସହ ମୃଗ ଗୋରାଳ , ଠାର ଜାତୀୟ ଜୀବ ମଧ୍ୟ ରହନ୍ତି । ଦୋଫଡା ଓ ସାହାରନ ଅଞ୍ଚଳର ଜଙ୍ଗଲ ଅଧିକାରୀମାନେ ଏହାର ରକ୍ଷ୍ୟଣ କରନ୍ତି । [୧]
ଦାରଣଘାଟି ଅଭୟାରଣ୍ୟ | |
---|---|
Map of Himachal Pradesh | |
ଅବସ୍ଥାନ | Shimla District, Himachal Pradesh, India |
କ୍ଷେତ୍ରଫଳ | 167 km2 (64 sq mi) |
ସ୍ଥାପିତ | 1962 |
ପର୍ଯ୍ୟଟନ
ସମ୍ପାଦନାନିକଟସ୍ଥ ଗ୍ରାମ କଷାପାତଠାରେ ଥିବା ଜଙ୍ଗଲ ବିଭାଗର ଚୌକିଠାରୁ ଏଠାକୁ ଭ୍ରମଣ ପାଇଁ ଯାଇ ହୁଏ । ଏଠାରେ ରହଣି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । NH-22ରୁ ସିମଳାଠାରୁ ନରକନ୍ଦା ଯାଏ 65 କିଲୋମିଟର ଯାଇ ସେଠାରୁ ନରକନ୍ଦା -ରାମପୁର ରାସ୍ତାରେ 60 କିଲୋମିଟର ଗଲା ପରେ ରାମପୁର - ମାନଷ୍ଣୁ ରାସ୍ତାରେ 30 କିଲୋମିଟର ଯିବାକୁ ହୁଏ । ସେଠାରୁ ଶେଷ 10 କିଲୋମିଟର ପାଇଁ ମଶନୂ - ଦରଙ୍ଘାତି ରାସ୍ତାରେ ଯାଇ ହୁଏ ।
ସେହି ସ୍ଥଳରେ PWDର ଅତିଥିଭବନ ବା ତମ୍ବୁରେ ରହଣି କରାଯିବାର ସୁବିଧା ରହିଛି ।
ଆଧାର
ସମ୍ପାଦନା- ↑ "himachaltourism.gov.in". Archived from the original on 2010-03-24. Retrieved 2016-11-30.
ବାହାର ଲିଙ୍କ
ସମ୍ପାଦନା- himachaltourism.nic.in Archived 2007-01-15 at the Wayback Machine.
- hptdc.gov.in Archived 2019-03-15 at the Wayback Machine.
This Himachal Pradesh location article is a stub. You can help Wikipedia by expanding it. |