ଦଶଭୁଜା ଗଣପତି ମନ୍ଦିର, ପୁଣେ

ଏହ ଏକ ଗଣେଶ ମନ୍ଦିର

ଦଶଭୁଜା ମନ୍ଦିର ଭାରତର ମହାରାଷ୍ଟ୍ର ପ୍ରଦେଶରେ ଥିବା ପୁଣେ ସହରରେ ଅବସ୍ଥିତ । ଏହି ମନ୍ଦିରଟି ପ୍ରଥମେ ପେଶୱାର ସର୍ଦ୍ଦାର ହରିପଦ ଫାଦକେ ମାଲିକାନାରେ ଥିଲା ଯାହା ପେଶୱାଙ୍କୁ ଯୌତୁକ ଆକାରରେ ଦାନ କରାଯାଇଥିଲା । ପ୍ରତିଦିନ ଏହି ଦଶଭୁଜା ମନ୍ଦିରକୁ ହଜାର ହଜାର ଭକ୍ତ ଦର୍ଶନ କରିବାକୁ ଆସନ୍ତି ଓ ଏହି ସଂଖ୍ୟା ଗଣେଶ ଚତୁର୍ଥୀରେ ବୃଦ୍ଧି ପାଏ ।[୧] ଏହି ଗଣେଶଙ୍କ ଶୁଣ୍ଢ ଡାହାଣ ପାଖକୁ ଥାଏ ଯାହା କ୍ୱଚିତ ଦେଖିବାକୁ ମିଳେ ଓ ତାହାକୁ ବାମ ପାଖରେ ଥିବା ଶୁଣ୍ଢ ଅପେକ୍ଷା ଅଧିକ ପବିତ୍ର ମାନନ୍ତି ।[୨]

ଦଶଭୁଜା ଗଣପତି ମନ୍ଦିର, ପୁଣେ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁଣେ
ଦେବାଦେବୀLord Ganapati
Location
ସ୍ଥାନErandwane, Karve Road, Pune
Stateମହାରାଷ୍ଟ୍ର
Countryଭାରତ
ଦଶଭୁଜା ଗଣପତି ମନ୍ଦିର, ପୁଣେ is located in Maharashtra
ଦଶଭୁଜା ଗଣପତି ମନ୍ଦିର, ପୁଣେ
Location in Maharashtra.
ଦଶଭୁଜା ଗଣପତି ମନ୍ଦିର, ପୁଣେ is located in India
ଦଶଭୁଜା ଗଣପତି ମନ୍ଦିର, ପୁଣେ
ଦଶଭୁଜା ଗଣପତି ମନ୍ଦିର, ପୁଣେ (India)
ଭୌଗଳିକ ଅବସ୍ଥିତି18°30′20.80″N 73°49′32.88″E / 18.5057778°N 73.8258000°E / 18.5057778; 73.8258000
Architecture
TypeWest Indian
Unknown

ବିବରଣ ସମ୍ପାଦନା

କାର୍ଭେ ରାସ୍ତାରେ ଏହି ମନ୍ଦିର ଅବସ୍ଥିତ । ପାଉଦ ରାସ୍ତାକୁ ଯାଉଥିବା ଲୋକ ଭିଡ଼ କମେଇବା ପାଇଁ ଏକ ଫ୍ଲାଇଓଭର ଅଛି । ଫ୍ଲାଇଓଭର ନଥିବା ବେଳେ ସେହି ସ୍ଥାନକୁ ପାଉଦ ଫାଟ କୁହାଯାଉଥିଲା । ପାଉଦ ଏକ ଗ୍ରାମର ନାମ ଯାହା ରାସ୍ତାର ପଶ୍ଚିମ ପାଖରେ ଅଛି ଓ ଫାଟ ଅର୍ଥ ମୋଡ଼ ।

ଗଣେଶ ବା ଗଣପତି ଏହି ମନ୍ଦିରର ପ୍ରତିଷ୍ଠିତ ଦେବତା । ଏହି ଗଣେଶଙ୍କର ଶୁଣ୍ଢ ବାମ ଦିଗକୁ ଥବାରୁ ଅଧିକ ପବିତ୍ର ମନେ କରାଯାଏ । ମୂଳ ମନ୍ଦିର ପାଖରେ ହନୁମାନଙ୍କର ଏକ ଛୋଟ ମନ୍ଦିର ଅଛି । ପ୍ରତି ଗଣେଶ ଚତୁର୍ଥୀ ଦିନ ମନ୍ଦିରକୁ ହଜାର ହଜାର ଭକ୍ତ ଆସି ପ୍ରାର୍ଥନା କରନ୍ତି ଓ ଆଳତିରେ ଭାଗ ନିଅନ୍ତି ।

ସ୍ଥାନ ସମ୍ପାଦନା

ଏହି ମନ୍ଦିରଟି ମହାରାଷ୍ଟ୍ରର ପୁଣେ ସହରରେ ଥିବା ପାଣ୍ଡୁରଙ୍ଗ କଲୋନୀ, ଏରଣ୍ଡବାନେର କାର୍ଭେ ନଗର ରାସ୍ତା ପାଖରେ ଅବସ୍ଥିତ, ପିନ କୋଡ଼ – ୪୧୧୦୦୪ ।

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ବାହ୍ୟ ଲିଙ୍କ ସମ୍ପାଦନା

ଆଧାର ସମ୍ପାଦନା

  1. Shilpa (2019-10-31). "Dashabhuja temple, Pune" (in ଆମେରିକୀୟ ଇଂରାଜୀ). Retrieved 2021-11-29.
  2. Menon, Anoop. "Ganesh Chaturthi 2017: Famous Ganesh Temples in Pune | India.com". www.india.com (in ଇଂରାଜୀ). Retrieved 2021-11-29.